ଲଗାଣ ବର୍ଷାରେ ପଡିଲା କାନ୍ଥ
ଲଗାଣବର୍ଷାରେ ଗଳିପଡ଼ିଲା କାନ୍ଥ । କୋରେଇ ବ୍ଳକ ପଥରପଦା ପଞ୍ଚାୟତ ନୂଆପଦା ଗ୍ରାମର ସୁରେଶ ଦାସଙ୍କ ଘର ବର୍ଷାରେ ଗଳିପଡ଼ିଥିଲା । ଯାହା ଫଳରେ ପରିବାର ଅସହାୟ ହୋଇପଡ଼ିଛି । ତୁନ୍ତ ପ୍ରଶାସନିକ ସୁରେଶ ପରିବାର ନିକଟରେ ପହଁଚି ସହାୟତା ଯୋଗାଇ ଦେବାକୁ ସାଧାରଣରେ ଦାବି ହୋଇଛି ।
Join our subscribers list to get the latest news, updates and special offers directly in your inbox
ଲଗାଣବର୍ଷାରେ ଗଳିପଡ଼ିଲା କାନ୍ଥ । କୋରେଇ ବ୍ଳକ ପଥରପଦା ପଞ୍ଚାୟତ ନୂଆପଦା ଗ୍ରାମର ସୁରେଶ ଦାସଙ୍କ ଘର ବର୍ଷାରେ ଗଳିପଡ଼ିଥିଲା । ଯାହା ଫଳରେ ପରିବାର ଅସହାୟ ହୋଇପଡ଼ିଛି । ତୁନ୍ତ ପ୍ରଶାସନିକ ସୁରେଶ ପରିବାର ନିକଟରେ ପହଁଚି ସହାୟତା ଯୋଗାଇ ଦେବାକୁ ସାଧାରଣରେ ଦାବି ହୋଇଛି ।
Rasmita Behera Feb 1, 2025 3607
Rasmita Behera Dec 22, 2024 4222
Rasmita Behera Sep 2, 2024 5668
Rasmita Behera Jan 17, 2025 3619
Rasmita Behera Jul 13, 2025 3687
Rasmita Behera Aug 27, 2025 5866
Rasmita Behera Sep 29, 2024 7221
Henamanjaree Swain Oct 23, 2025 6102
Samir Kumar Rout Jan 20, 2026 6024
Rasmita Behera Sep 3, 2025 5925
Rasmita Behera Nov 18, 2024 5586
Total Vote: 17
ପୂର୍ବର ବିଜେଡ଼ି ସରକାର