ସିଲଭର ମେଡାଲ୍ ଲଢେଇ: ଜୟନାରାୟଣ

ସିଲଭର ମେଡାଲ୍ ଲଢେଇ: ଜୟନାରାୟଣ

କଂଗ୍ରେସର ଅନାସ୍ଥା ପ୍ରସ୍ତାବକୁ ନେଇ କଟାକ୍ଷ କଲେ ଜୟନାରାୟଣ ମିଶ୍ର ।  ବିଜେଡି ଓ କଂଗ୍ରେସ ମଧ୍ୟରେ ସିଲଭର ମେଡାଲ୍ ପାଇଁ ଲଢେଇ । ଅନାସ୍ଥାରକୌଣସି ପ୍ରଭାବ ସରକାରଙ୍କ ଉପରେ ପଡିବ ନାହିଁ ।