ସୋମବାର ଖୋଲା ରହିବ ନନ୍ଦନକାନନ

ବାରଙ୍ଗ : ଏଥର ରଜରେ ପର୍ଯ୍ୟନ୍ତକଙ୍କ ପାଇଁ ବୁଲିବା ନିମନ୍ତେ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ପକ୍ଷରୁ ରଜରେ ୧୪ ତାରିଖ ଶନିବାର୧୫ ରବିବାର ୧୬ ତାରିଖ ସୋମ ବାର ନନ୍ଦନକାନନ ଖୋଲା ରହିବ  । ତାପରଦିନ ମଙ୍ଗଳବାର ୧୭ ତାରିଖରେ ପ୍ରାଣୀ ଉଦ୍ୟାନ ବନ୍ଦରହିବ ବୋଲି ଉପନିଦେ୍ର୍ଦଶକ ସୁଚନା ଦେଇଛନ୍ତି  ।