ସରପଞ୍ଚ ସଂଘର ସଫେଇ
ରାଜନଗର : ରାଜନଗର ବ୍ଲକ ସରପଞ୍ଚ ସଂଘ ପକ୍ଷରୁ ସଫେଇ କରାଯାଇଛି । ସରପଞ୍ଚ ନିରଂଜନ ରାଉତ, ଅଶୋକକୁମାର ମହାନ୍ତି, ସୁଶ୍ରୀସଙ୍ଗୀତା ମିଶ୍ର, ଇତିଶ୍ରୀ ମହାପାତ୍ର, ସଶ୍ମିତା ମହାନ୍ତି, ଶୈ÷ଳେନ୍ଦ୍ର ମିଶ୍ର, ଗୋଲେଖ ସ୍ୱାଇଁ, କୈ÷ଳାସ ପରିଡା, ସମୀର ସେଠୀ, ଚିତରଂଜନ ପଣ୍ଡା ସହ ସମାଜସେବୀ ରଂଜନକୁମାର ମହାନ୍ତି, ପ୍ରମୋଦକୁମାର ପ୍ରଧାନ ଓ ପଚାଂୟତ କର୍ମଚାରୀ ବାସୁଦେବ ଜେନା, ରଞ୍ଜିତ ମଲ୍ଲିକ ପ୍ରମୁଖ ହଂସୁଆ ସେତୁ ସଫେଇ କରିଥିଲେ । ଏହାପରେ ରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସର ସଫେଇ କରିବା ସହ ରୋଗୀଙ୍କୁ ଫଳ ବଣ୍ଟନ କରିଥିଲେ ।