କମେଣ୍ଟ ମରାକୁ ନେଇ ଛୁରାମାଡ, ୨ଗୁରୁତର
ାା ପ୍ରଭାନୁ୍ୟଜ୍ ।ା ସମ୍ବଲପୁର: ସମ୍ବଲପୁର ଶାସନ ଥାନା ଅନ୍ତର୍ଗତ ତାଲବ ଯାତ୍ରାରେ କମେଣ୍ଟ ମରାକୁ ନେଇ ଛୁରାମାଡ ଘଟଣା ଘଟିଛି । ଏଥିରେ ୨ଜଣ ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କୁ ବୁର୍ଲା ଭିମସାରରେ ଭର୍ତ୍ତି କରାଯାଇଛି । ଆହତମାନେ ରେଙ୍ଗାଲି ଅଞ୍ଚଳର ମନିଶ ସାହୁ ଓ ଆଶିଷ ରାଠୋର ବୋଲି ଜଣାପଡିଛି । ଏହି ଅଭିଯୋଗରେ ସଂପୃକ୍ତ ଥିବା ୨ଜଣ ଅଭିଯୁକ୍ତଙ୍କୁ ପୁଲିସ ଥାନାରେ ଅଟକ ରଖି ପଚରାଉଚରା କରୁଛି ।