ଶଙ୍ଖ ଫୁଙ୍କିଲେ ବିଜେପି କର୍ମୀ 

ଶଙ୍ଖ ଫୁଙ୍କିଲେ ବିଜେପି କର୍ମୀ 


 ଦାନଗଦୀ: ନିର୍ବାଚନକୁ ଆଉ ମାତ୍ର କେଇଟା ଦିନ ବାକି ଅଛି । ସୁକିନ୍ଦା ନିର୍ବାଚନ ମଣ୍ଡଳୀରେ ଉଭୟ ବିଜେଡି ଓ ବିଜେପି ପକ୍ଷରୁ ପ୍ରତିଦିନ ମିଶ୍ରଣ ପର୍ବ ହେଉଛି । ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ଭାବମୂର୍ତ୍ତି ଓ କଲ୍ୟାଣ ମୂଳକ ଯୋଜନାରେ ଆକର୍ଷିତ ହୋଇ ଦାନଗଦୀ ବ୍ଲକ୍ର ରଣାଗୁଣ୍ଡି ପଞ୍ଚାୟତର ଅନେକ ବିଜେପି କର୍ମୀ ବିଜେଡି ପାର୍ଟି ଅଫିସରେ ଶଙ୍ଖ ଫୁଙ୍କିଛନ୍ତି । ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ଘଡ଼ାଇ ତାଙ୍କୁ ଦଳୀୟ ଉତରୀୟ ଦେଇ ଦଳକୁ ସ୍ୱାଗତ କରିଛନ୍ତି । ତାଙ୍କର ଯୋଗଦାନ ପାଇଁ ସୁକିନ୍ଦା ବିଜେଡି ଆହୁରି ମଜବୁତ ହେଲା ବୋଲି କହିଛନ୍ତି । ରଣାଗୁଣ୍ଡି ପଞ୍ଚାୟତର ଚିନ୍ତାମଣି ଜେନା, କଳ୍ପତରୁ ଜେନା, ଅନନ୍ତ ପେରେଇ, ଶରତ ଜେନା, ପବିତ୍ର ପାତ୍ର, ରାେ