ବିଜେପି ଦେଲା ଟିକେଟ, ୧୧୨ ଆସନରେ କିଏ ପାଇଲେ ଟିକେଟ?

ବିଜେପି ଦେଲା ଟିକେଟ,  ୧୧୨ ଆସନରେ   କିଏ ପାଇଲେ ଟିକେଟ?

 ପ୍ରକାଶ ପାଇଲା ବିଜେପିର ପ୍ରାର୍ଥୀ ତାଲିକା । ୧୧୨ଟି ଆସନରେ ପ୍ରାର୍ଥୀ ଦେଇଛି ଭାରତୀୟ ଜନତା ପାର୍ଟି । 

ବିଜେପିର ପ୍ରାର୍ଥୀପତ୍ର ତାଲିକା ଘୋଷଣା 
୧    ପଦ୍ମପୁର    ଗୋବର୍ଦ୍ଧନ ଭୋଇ
୨.    ବିଜେପୁର    ସନତ କୁମାର ଗଡ଼ତିଆ
୩.     ବରଗଡ଼    ଅଶ୍ୱିନୀ କୁମାର ଷଡଙ୍ଗୀ
୪.     ଅତାବିରା    ନିହାର ରଞ୍ଜନ ମହାନନ୍ଦ
୫.     ଭଟଲି    ଇରାଶିଷ ଆଚାର୍ଯ୍ୟ
୬.     ବ୍ରଜରାଜନଗର    ସୁରେଶ ପୂଜାରୀ
୭.     ଝାରସୁଗୁଡ଼ା        ଟଙ୍କଧର ତ୍ରିପାଠୀ
୮.    ତଳସରା    ଭବାନୀ ଶଙ୍କର ଭୋଇ
୯.     ସୁନ୍ଦରଗଡ଼    କୁସୁମ ଟେଟେ
୧୦.    ବୀରମିତ୍ରପୁର    ଶଙ୍କର ଓରାମ୍
୧୧.     ରଘୁନାଥପଲ୍ଲୀ        ଦୁର୍ଗାଚରଣ ତନ୍ତୀ
୧୨.    ରାଜଗାଙ୍ଗପୁର    ନରସିଂହ ମିଞ୍ଜ
୧୩.    ବଣାଇ    ସେବତୀ ନାୟକ
୧୪.    କୁଚିଣ୍ଡା    ରବି ନାରାୟଣ ନାୟକ
୧୫.     ରେଙ୍ଗାଲୀ    ନାଉରୀ ନାୟକ
୧୬.    ସମ୍ବଲପୁର    ଜୟ ନାରାୟଣ ମିଶ୍ର
୧୭.     ରେଢ଼ାଖୋଲ    ଦେବେନ୍ଦ୍ର ମହାପାତ୍ର
୧୮.    ଦେବଗଡ଼    ସୁବାସ ଚନ୍ଦ୍ର ପାଣିଗ୍ରାହୀ
୧୯.     ଆନନ୍ଦପୁର    ଆଲୋକ ଚନ୍ଦ୍ର ସେଠୀ
୨୦.    କେନ୍ଦୁଝର    ମୋହନ ଚରଣ ମାଝୀ
୨୧.    ଯଶୀପୁର    ଗଣେଶ ରାମ ସିଂ ଖୁଂଟିଆ
୨୨.    ଉଦଳା    ଭାସ୍କର ମଢ଼େଇ
୨୩.    ବଡ଼ସାହି    ସନାତନ ବିଜୁଳି
୨୪.    ବାରିପଦା    ପ୍ରକାଶ ସୋରେନ୍
୨୫.    ମୋରଡ଼ା    କୃଷ୍ଣଚନ୍ଦ୍ର ମହାପାତ୍ର
୨୬.     ଜଳେଶ୍ୱର    ବ୍ରଜ ପ୍ରଧାନ
୨୭.    ବାଲେଶ୍ୱର    ମାନସ କୁମାର ଦତ
୨୮.    ରେମୁଣା    ଗୋବିନ୍ଦ ଚନ୍ଦ୍ର ଦାସ
୨୯.    ସୋରୋ     ରାଜେନ୍ଦ୍ର ଦାସ
୩୦.    ସିମୁଳିଆ    ପଦ୍ମଲୋଚନ ପଣ୍ଡା
୩୧.    ଭଦ୍ରକ    ସୀତାଂଶୁ ଶେଖର ମହାପାତ୍ର
୩୨.     ଧାମନଗର    ସୂର୍ଯ୍ୟବଂଶୀ ସୂରଜ
୩୩.    ଚାନ୍ଦବାଲି     ମନମୋହନ ସାମଲ
୩୪.     ବିଞ୍ଝାରପୁର    ବବିତା ମଲ୍ଲିକ
୩୫.     ବଡ଼ଚଣା    ଅମର କୁମାର ନାୟକ
୩୬.     ଧର୍ମଶାଳା    ସ୍ମୃତିରେଖା ପହି
୩୭.    ଯାଜପୁର    ଗୌତମ ରାୟ
୩୮.    କୋରେଇ    ଆକାଶ ଦାସ ନାୟକ
୩୯.    ସୁକିନ୍ଦା    ପ୍ରଦୀପ ବଳ ସାମନ୍ତ
୪୦.     ଢେଙ୍କାନାଳ    କୃଷ୍ଣଚନ୍ଦ୍ର ପାତ୍ର
୪୧.    କାମାକ୍ଷାନଗର    ଶତ୍ରୁଘ୍ନ ଜେନା
୪୨    ପରଜଙ୍ଗ    ବିଭୂତି ଭୂଷଣ ପ୍ରଧାନ
୪୩.     ପାଳଲହଡ଼ା    ଅଶୋକ ମହାନ୍ତି
୪୪.     ତାଳଚେର    କାଳନ୍ଦୀ ସାମଲ
୪୫.     ଅନୁଗୁଳ    ପ୍ରତାପ ଚନ୍ଦ୍ର ପ୍ରଧାନ
୪୬.     ଛେଣ୍ଡିପଦା    ଅଗସ୍ତି ବେହେରା
୪୭.    ଆଠମଲ୍ଲିକ    ସଂଜୀବ ସାହୁ
୪୮.     ବୀରମହାରାଜପୁର    ରଘୁନାଥ ଜଗଦଳା
୪୯.    ସୋନପୁର    ପ୍ରମୋଦ ମହାପାତ୍ର
୫୦.     ଲୋଇସିଂହା    ମୁକେଶ ମହାଲିଙ୍ଗ
୫୧.    ପାଟଣାଗଡ଼    କନକବର୍ଦ୍ଧନ ସିଂହଦେଓ
୫୨.    ବଲାଙ୍ଗୀର    ଗୋପାଳଜୀ ପାଣିଗ୍ରାହୀ
୫୩.    ଟିଟିଲାଗଡ଼    ନବୀନ ଜୈନ
୫୪.    କଂଟାବାଞ୍ଜି    ଲକ୍ଷ୍ମଣ ବାଗ
୫୫.    ନୂଆପଡ଼ା    ଅଭିନନ୍ଦନ କୁମାର ପଣ୍ଡା
୫୬.    ଖରିଆର    ହିତେଶ କୁମାର ବଗର୍ତି
୫୭.    ଉମରକୋଟ    ନିତ୍ୟାନନ୍ଦ ଗଣ୍ଡ
୫୮.    ନବରଙ୍ଗପୁର    ଗୌରୀଶଙ୍କର ମାଝୀ
୫୯.    ଲାଞ୍ଜିଗଡ଼    ରମେଶ ଚନ୍ଦ୍ର ମାଝୀ
୬୦.     ଜୁନାଗଡ଼    ମନୋଜ କୁମାର ମେହେର
୬୧.     ଧର୍ମଗଡ଼    ସୁଧିର ପାଟ୍ଟଯୋଶୀ
୬୨.    ଭବାନୀପାଟଣା    ପ୍ରଦୀପ କୁମାର ନାୟକ
୬୩.    ନର୍ଲା    ଅନିରୁଦ୍ଧ ପ୍ରଧାନ
୬୪.    ବାଲିଗୁଡ଼ା    କଳ୍ପନା କୁମାରୀ କଅଁର
୬୫.     ଜି ଉଦୟଗିରି    ମାନଗୋବିନ୍ଦ ପ୍ରଧାନ
୬୬.    ଫୁଲବାଣୀ    ଉମାଚରଣ ମଲ୍ଲିକ
୬୭.     କଣ୍ଟାମାଳ    କହ୍ନେଇଚରଣ ଡାଙ୍ଗ
୬୮.    ବୌଦ୍ଧ    ସରୋଜ ପ୍ରଧାନ
୬୯.    ବଡ଼ମ୍ବା    ସମ୍ବିତ ତ୍ରିପାଠୀ
୭୦.    ବାଙ୍କୀ    ତୁଷାରକାନ୍ତ ଚକ୍ରବର୍ତ୍ତୀ
୭୧.    ଆଠଗଡ଼    ଅଭୟ କୁମାର ବାରିକ
୭୨.     ଚୌଦ୍ୱାର କଟକ    ନୟନ କିଶୋର ମହାନ୍ତି
୭୩.    ନିଆଳୀ    ଛବି ମଲ୍ଲିକ
୭୪.    କଟକ ସଦର    ପ୍ରକାଶ ଚନ୍ଦ୍ର ସେଠୀ
୭୫.    ମାହାଙ୍ଗା    ସୁମନ୍ତ କୁମାର ଘଡ଼େଇ
୭୬.    ପାଟକୁରା    ତେଜେଶ୍ୱର ପରିଡ଼ା
୭୭.    ଆଳି    କୃଷ୍ଣଚନ୍ଦ୍ର ପଣ୍ଡା
୭୮.    ମହାକାଳପଡ଼ା    ଦୁର୍ଗାପ୍ରସନ୍ନ ନାୟକ
୭୯.     ପାରାଦୀପ    ସମ୍ପଦ କୁମାର ସ୍ୱାଇଁ
୮୦.     ତିର୍ତୋଲ     ରାଜକିଶୋର ବେହେରା
୮୧.    ନିମାପଡ଼ା    ପ୍ରଭାତୀ ପରିଡ଼ା
୮୨.     ପୁରୀ    ଜୟନ୍ତ କୁମାର ଷଡଙ୍ଗୀ
୮୩.    ବ୍ରହ୍ମଗିରି    ଉପାସନା ମହାପାତ୍ର
୮୪.    ସତ୍ୟବାଦୀ    ଓମ ପ୍ରକାଶ ମିଶ୍ର
୮୫.    ପିପିଲି    ଆଶ୍ରୀତ ପଟ୍ଟନାୟକ
୮୬.    ଜୟଦେବ    ଅରବିନ୍ଦ ଢାଲି
୮୭.    ଭୁବନେଶ୍ୱର ମଧ୍ୟ    ଜଗନ୍ନାଥ ପ୍ରଧାନ
୮୮.    ଭୁବନେଶ୍ୱର ଉତର    ପ୍ରିୟଦର୍ଶୀ ମିଶ୍ର
୮୯.    ଏକାମ୍ର ଭୁବନେଶ୍ୱର     ବାବୁ ସିଂ
୯୦.    ଜଟଣୀ    ବିଶ୍ୱରଞ୍ଜନ ବଡ଼ଜେନା
୯୧.    ଚିଲିକା    ପୃଥ୍ୱୀରାଜ ହରିଚନ୍ଦନ
୯୨.    ରଣପୁର    ତାପସ ରଞ୍ଜନ ମାର୍ଥା
୯୩.    ଖଣ୍ଡପଡ଼ା    ଦୁଷ୍ମନ୍ତ କୁମାର ସ୍ୱାଇଁ
୯୪.    ଦଶପଲ୍ଲା    ରାଘବ ମଲ୍ଲିକ
୯୫.    ନୟାଗଡ଼    ପ୍ରତୁ୍ୟଷା ରାଜେଶ୍ୱରୀ ସିଂ
୯୬.    ଭଞ୍ଜନଗର    ପ୍ରଦୁ୍ୟମ୍ନ କୁମାର ନାୟକ
୯୭.    ପୋଲସରା    ଗୋକୁଳଚନ୍ଦ୍ର ନାୟକ
୯୮.    କବିସୂର୍ଯ୍ୟନଗର    ପ୍ରତାପ ଚନ୍ଦ୍ର ନାୟକ
୯୯.     ଖଲ୍ଲିକୋଟ    ପୂର୍ଣ୍ଣଚନ୍ଦ୍ର ସେଠୀ
୧୦୦.    ଛତ୍ରପୁର    କୃଷ୍ଣଚନ୍ଦ୍ର ନାୟକ
୧୦୧.    ଆସ୍କା    ସରୋଜ କୁମାର ପାଢ଼ୀ
୧୦୨.    ସୋରଡ଼ା    ନୀଳିମାରାଣୀ ବିଷୋୟୀ
୧୦୩.    ହିଞ୍ଜିଳି    ଶିଶିର ମିଶ୍ର
୧୦୪.    ଗୋପାଳପୁର    ବିଭୂତି ଭୂଷଣ ଜେନା
୧୦୫.     ବ୍ରହ୍ମପୁର    କେ ଅନୀଲ କୁମାର
୧୦୬.    ଦିଗପହଣ୍ଡି    ସିଦ୍ଧାନ୍ତ ମହାପାତ୍ର
୧୦୭.    ଚିକିଟି    ମନୋରଞ୍ଜନ ଦ୍ୟାନସାମନ୍ତରାୟ
୧୦୮.    ପାରଳାଖେମୁଣ୍ଡି    କେ ନାରାୟଣ ରାଓ
୧୦୯.    ଗୁଣୁପୁର    ତ୍ରିନାଥ ଗମାଙ୍ଗୋ
୧୧୦.    କୋରାପୁଟ    ରଘୁନାଥ ମାଛ
୧୧୧.    ପଟାଙ୍ଗୀ    ଚୈତନ୍ୟ ହନ୍ତାଳ
୧୧୨.    ମାଲକାନାଗିରି    ନରସିଂହ ମାଡ଼କାମୀ