ଗୀତା ଆବୃତ୍ତି ପ୍ରତିଯୋଗିତା
ାା ପ୍ରଭାନୁ୍ୟଜ୍ ।ା ବାଲିପାଟଣା: ପ୍ରଜ୍ଞାନ ମିଶନ ତରଫରୁ ବାଗଦେବୀ ବିଦ୍ୟା ମନ୍ଦିର ପରିସରରେ ବାଲିପାଟଣା ବ୍ଲକ ସ୍ତରୀୟ ଗୀତା ଆବୃତ୍ତି ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ସମଗ୍ର ବ୍ଲକ ଅଞ୍ଚଳର ତୃତୀୟ ଶ୍ରେଣୀ ଠାରୁ +୩ ପର୍ଯ୍ୟନ୍ତ ପ୍ରାୟ ୧୨୦ ଜଣ ଛାତ୍ରଛାତ୍ରୀ ଏହି ଭାଗ ନେଇଥିଲେ । ଭୁବନେଶ୍ୱର ଶାଖା ତରଫରୁ ଅନୀଲ ଦାସ, ପ୍ରଭାକର ସାହୁ, ପ୍ରଦୀପ୍ତ ମହାନ୍ତି, ରାମନାରାୟଣ ଶତପଥୀ, ପ୍ରଦୀପ୍ତ ସ୍ୱାଇଁ, ବିକାଶ ଓଝା, ଦେବବ୍ରତ ଓଝା, କୃଷ୍ଣ ଓଝାଙ୍କ ସମେତ ବିଚାରକ ମଣ୍ଡଳରେ ଉଷାରାଣୀ ଷଡ଼ଙ୍ଗୀ, ସଲିଳ ସେଠୀ, ଉମା ସାହୁ, ଜ୍ୟୋସ୍ତ୍ନାରାଣୀ ଦାଶ, ଗୋପାଳ ବେହେରା, ସୌମ୍ୟରଞ୍ଜନ ଶତପଥୀ, ସୁକାନ୍ତି ଷଡ଼ଙ୍ଗୀ, ଛବିତା ମହାପାତ୍ର ପ୍ରମୁଖ ରହି ସହଯୋଗ କରିଥିଲେ ।