କଂଗ୍ରେସର ମିଶ୍ରଣ ପର୍ବ

କାକଟପୁର: କାକଟପୁର ଖୁଣ୍ଟିଆ କନ୍ଭେନ୍ସନ ଠାରେ କାକଟପୁର ବ୍ଲକ କଂଗ୍ରେସ ପକ୍ଷରୁ ଏକ ମିଶ୍ରଣ ପର୍ବ ରାଜକିଶୋର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଲତାହରଣ ସଭାପତି ଶରତ ଚନ୍ଦ୍ର ବିଶ୍ୱାଳ, କାକଟପୁର ବ୍ଲକ ସଭାପତି ରାଜକିଶୋର ସାହୁ, ବାଙ୍ଗୁରୀଗାଁ ସଭାପତି ନୃସିଂହ ଚରଣ ବେହେରା, ଲକ୍ଷ୍ମୀ ନାରାୟଣ ଜେନା କୈଳାଶ ଚନ୍ଦ୍ର ଦାଶ, ହରେକୃଷ୍ଣ ମହାନ୍ତି, ହୃଷିକେଶ ବେହେରା ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ଉପଲକ୍ଷେ ବିଭିନ୍ନ ପଞ୍ଚାୟତରୁ ବିଜେପି ଛାଡ଼ି ବରିଷ୍ଠ କର୍ମୀ ମିହିର ମିଶ୍ର, ହୃଦାନନ୍ଦ ବସ୍ତିଆ, ଭ୍ରମର ବେହେରା, ବିଜୟ ଶତପଥି, ଭାଗବତ ସ୍ୱାଇଁ, ମାୟାବିନୀ ଶତପଥି, କୃଷ୍ଣ ଚନ୍ଦ୍ର ବେହେରା, ପ୍ରଶାନ୍ତ ବାରିକ, ମାର୍କଣ୍ଡ ବେହେରା, ଗଜେନ୍ଦ୍ର ବେହେରା, ରାମଚନ୍ଦ୍ର ବେହେରା, ପବିତ୍ର ବେହେରା, ପ୍ରକାଶ କାଣ୍ଡି, ସନାତନ କାଣ୍ଡି, ଅଜୟ ବେହେରା, ରାଜୁ ବେହେରା, ସଞ୍ଜୟ ବେହେରା, ଚରଣ ମୁଦୁଲି, ମଙ୍ଗୁଳି ପରିଡା, ନାଥ ସ୍ୱାଇଁ, ରଞ୍ଜନ ବେହେରା, କୈଳାଶ ବେହେରା, ଗିରିଧାରୀ ବେହେରାଙ୍କ ସମେତ ଶତାଧିକ କର୍ମୀ ଜୟନ୍ତ ବେହେରାଙ୍କ ତତ୍ତ୍ୱାବଧାନରେ କଂଗ୍ରେସରେ ସାମିଲ ହୋଇଥିଲେ । ସମସ୍ତ