ସ୍ତ୍ରୀ,ଝିଅ ପରେ ବାପାର ବି ମୃତୁ୍ୟ
କେନ୍ଦୁଝର : କେନ୍ଦୁଝର ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତୁ୍ୟ ଘଟିଛି । ଗତକାଲି ସ୍ତ୍ରୀ ଓ ଓ ବର୍ଷକର ଝିଅର ମୃତୁ୍ୟ ପରେ ହସ୍ପିଟାଲରେ ଆଖି ବୁଜିଲେ ବାପା । କାଲି ବାଇକରେ ଆସୁଥିବା ବେଳେ କୋଳିମାଟି ନିକଟରେ କାର୍ ଧକ୍କା ଦେଇଥିଲା ।