‘ମୋଦିଙ୍କ ରାଲିକୁ ଗଲେ ଚାକିରୀ ଯିବ’

odisha bjp

‘ମୋଦିଙ୍କ ରାଲିକୁ ଗଲେ ଚାକିରୀ ଯିବ’

ଭୁବନେଶ୍ୱର : ବିଏମସି ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କ ନାମରେ ଅଭିଯୋଗ ଆଣିଛନ୍ତି ସ୍ୱଚ୍ଛ ସାଥୀ  । ସେମାନେ କହିଛନ୍ତିଯେ, ବିଜେଡ଼ି ସରକାରରେ ଥିବାବେଳେ ସେମାନେ ରାଜନୀତିକ ରାଲିକୁ ଯାଉଥିଲେ  । ଏବେ ମୋଦି ଆସିଥିବାବେଳେ ସେମାନେ ବି ଯାଇଥିଲେ  । ତେବେ ମୋଦିଙ୍କ ରାଲିକୁ ଗଲେ ଚାକିରୀ ଯିବ ବୋଲି ରତ୍ନାକର ସାହୁ ଧମକ ଦେଇଥିଲେ  । ୩୪ ନମ୍ବର କର୍ପୋରେଟର ଓ ତାଙ୍କ ସ୍ୱାମୀଙ୍କ ଜରିଆରେ ସେ ଧମକାଉଥିଲେ  । ଏ ବାବଦରେ ଜଗା ଭାଇଙ୍କୁ ଦେଖା କରି ଫେରାଦ ହୋଇଥିଲି  । ଜଗା ଭାଇ ରତ୍ନାକର ସାହୁଙ୍କ ସହ କଥା ହୋଇଥିଲେ  । ତାଙ୍କୁ ବି ସେ ଖରାପ ବ୍ୟବହାର କରିଥିଲେ ସ୍ୱଚ୍ଛ ସାଥି କହିଛନ୍ତି  ।