ପିସିସି ସଭାପତିଙ୍କୁ ସମ୍ବର୍ଦ୍ଧନା

କବାଟବନ୍ଧ: ଡ଼ୁବୁରୀ ସମାବେଶରେ ଯୋଗ ଦେବାକୁ ଯାଉଥିବା ବେଳେ ପିସିସି ସଭାପତି ଭକ୍ତ ଚରଣ ଦାସଙ୍କୁ ଧର୍ମଶାଳା ବ୍ଲକ ନଂ୧୧ଜୋନ କନ୍ତପଡା ଛକରେ କଂଗ୍ରେସ ଦଳ ପକ୍ଷରୁ ସମ୍ବର୍ଦ୍ଧନା ଦିଆଯାଇଥିଲା । କାର୍ଯ୍ୟକ୍ରମରେ ଧର୍ମଶାଳା କଂଗ୍ରେସ ନେତା କିଶାନ ପଣ୍ଡା, କାଳନ୍ଦୀ ପାଣି, ବସନ୍ତ ପରିଡା, ପ୍ରଫୁଲ୍ଲ କୁମାର ରାୟ, ଦୀପକ ବଳ, ଟୁଟୁ ପଣ୍ଡା, ପୂର୍ଣ୍ଣ ଚନ୍ଦ୍ର ତରେଇ, ବାବୁଲି ମଳିକ, ବାବୁଲି ମହାରଣା, ଗଣେଶ ମଳିକ,ଗଙ୍ଗାଧର ମଳିକ, ନିତ୍ୟାନନ୍ଦ ମଳିକ, ପ୍ରତିମା ଜେନା, ସତ୍ୟାନନ୍ଦ ମଳିକ,ସାଗର ରାୟ,ଦେବାଶିଷ ପରିଡ଼ା, ଗଗନ ବିହାରି ରାଉତ, ଭଗବାନ ସାହୁ, ନରୋତମ ନାୟକ, ଅମରେନ୍ଦ୍ର ସାମଲ, ନକୁଳ ଜେନା,ଭାନୁ ରାଉତ, କାର୍ତିକ ସାହୁଙ୍କ ସମେତ ଶତାଧିକ କର୍ମୀ ଉପସ୍ଥିତ ଥିଲେ ।