ଅଜି ବନ୍ଦ ରହିବ ନନ୍ଦନକାନନ

ଅଜି ବନ୍ଦ ରହିବ ନନ୍ଦନକାନନ

ଭୁବନେଶ୍ୱର : ଅଜି ବନ୍ଦ ରହିବ ନନ୍ଦନକାନନ । ବାତ୍ୟା ମୋନ୍ଥାକୁ ଦୃଷ୍ଟରେ ରଖି ଆଜି ବନ୍ଦ ରହିବ ନନ୍ଦନକାନନ । ପର୍ଯ୍ୟଟକ ଓ ଜୀବଜନ୍ତୁଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ନନ୍ଦନକାନନର ପ୍ରାଣୀ ଉଦ୍ୟାନ ଓ ଉଦ୍ଭିଦ ଉଦ୍ୟାନକୁ ଆଜି ପାଇଁ ବନ୍ଦ ରଖାଯାଇଛି ବୋଲି ନନ୍ଦନକାନନ ଉପନିର୍ଦ୍ଦେଶକ ସନତ କୁମାର ନାରାୟଣ  ଏକ ଲିଖିତ ଚିଠି ମାଧ୍ୟମରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।