କୃଷି କାର୍ଯ୍ୟାଳୟରେ ଆତ୍ମା କମିଟ୍ ବୈଠକ
ରାଜନଗର : ରାଜନଗର ବ୍ଲକ କୃଷି କାର୍ଯ୍ୟାଳୟ ପରିସରରେ ସଭାପତି ଗୋବର୍ଦ୍ଧନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଆତ୍ମା କମିଟ୍ର ବୈ÷ଠକ ଅନୁଷ୍ଠିତ ହୋଇଯାଇଛି । ବିଭିନ୍ନ ବିଭାଗର ଯୋଜନା ସଂପର୍କରେ ଆଲୋଚନା କରାଯିବା ସହ ଆତ୍ମାର ପ୍ରଶିକ୍ଷଣ ସଂପର୍କରେ ଆଲୋଚନା କରାଯାଇଥିଲା । ଆଗାମୀ ଖରିଫ ଋତୁ ପାଇଁ ଖସଡା ପ୍ରସ୍ୁତ କରାଯାଇଥିଲା ।
ଏହି ବୈ÷ଠକରେ ବ୍ଲକ କୃଷି ଅଧିକାରିଣୀ ସୈ÷ାମିତ୍ରା ମହାନ୍ତି, ସହକାରୀ କୃଷି ଅଧିକାରୀ ଦେବବ୍ରତ ସେଠୀ, ମସô୍ୟସଂପ୍ରସାରଣ ଅଧିକାରୀ ମୋନାଲିସା ରାଉତ, ସହକାରୀ ଉଦ୍ୟାନ ଅଧିକାରୀ ତାପସରଂଜନ ଭାରତୀ, ବିଟିଏମ ଶୈ÷ଳେନ୍ଦ୍ର ସ୍ୱାଇଁ ଆତ୍ମା କମିଟ୍ର ସଦସ୍ୟମାନଙ୍କୁ ବିଭିନ୍ନ ଯୋଜନା ସଂପର୍କରେ ଅବଗତ କରାଇବା ପରେ କାର୍ଯ୍ୟାନୂୟନ ପାଇଁ ମତାମତ ଗ୍ରହଣ କରିଥିଲେ । ଆତ୍ମାର ସଦସ୍ୟ ସରଂପଚ ଅଶୋକ ମହାନ୍ତି, ନଳିନୀକାନ୍ତ ରାଉତରାୟ, ସତ୍ୟଭାମା ବଳ, ମୀନତି ସାହୁ ଅଂଶଗ୍ରହଣ କରିଥିଲେ ।
ଏହି ବୈ÷ଠକକୁ ସହକାରୀ ବିଟିଏମ ଚିନ୍ମୟୀ ବେହେରା, ପ୍ରିୟଙ୍କା ଖଣ୍ଡେଇ ଓ କିସ୍ମତ ବିଶ୍ୱାଳ ପରିଚାଳନାରେ ସହଯୋଗ କରିଥିଲେ ।