କୃଷିରଥ ପରିକ୍ରମା
ବନ୍ତ : ବନ୍ତ ବ୍ଲକରେ ଗଡିଲା ଶ୍ରୀଅନ୍ନ ଯୋଜନାରେ କୃଷିରଥ । ଏହି ରଥ ବିଭିନ୍ନ ପଞ୍ଚାୟତ ପରିକ୍ରମା ପୂର୍ବକ ଚାଷୀ ମାନଙ୍କୁ ବିଭିନ୍ନ ଯୋଜନା ବିଷୟରେ ଅବଗତ କରାଇବ । ଏହି ରଥକୁ ଜିଲ୍ଲାକୃଷି ଅଧିକାରୀ ଦିଜ୍ଜବର ସେଠୀ ଆନୁଷ୍ଠାନିକ ଭାବରେ ଉଦଘାଟନ କରିଥିବା ବେଳେ ବ୍ଲକ କୃଷି ଅଧିକାରୀ ତୁଷାରକାନ୍ତ ପତି, ଅନୁରାଧା ପଣ୍ଡା, ବ୍ଲକ ସଂଯୋଜକ ପର୍ଶୁରାମ ସାହୁ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମରେ ଅପୂର୍ବ ରଞ୍ଜନ ରାଉତ, ସୁଶାନ୍ତ କୁମାର ଜେନା, ବନମାଳୀ ବାରିକ, ପ୍ରମୋଦ କୁମାର ପାଣିଗ୍ରାହୀ, ସତ୍ୟଜିତ ସିଂ, ଜ୍ୟୋତିରଞ୍ଜନ ରାଉତ, ପ୍ରଭାକର ନାୟକ, ଶଶଧର ବାରିକଙ୍କ ସମେତ ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିଲେ ।