ଗଣେଶ ପୂଜା ପାଇଁ ପ୍ରସ୍ତୁତି ବୈଠକ
ାା ପ୍ରଭାନୁ୍ୟଜ ।ା ଆନନ୍ଦପୁର,: ଫ୍ରେଣ୍ଡସ କ୍ଲବ ପକ୍ଷରୁ ଗଣେଶ ପୂଜା ପ୍ରସ୍ତୁତି ବୈଠକ ଉତ୍ତରେଶ୍ୱର ଶୈବପୀଠରେ ଅନୁଷ୍ଠିତ ହୋଇଯାଇଛି । ସଭାପତି ନିଶିତ ମିଶ୍ରଙ୍କ ତତ୍ତ୍ୱାବଧାନରେ ବୈଠକକୁ ସଦସ୍ୟ ରାଜାପ୍ରଭୁ ଦାସ ପରିଚାଳନା କରିଥିବାବେଳେ, ସିକୁଲ ଦାସ ପୂର୍ବବର୍ଷର ଆୟବ୍ୟୟ ସମ୍ପର୍କରେ ଆଲୋଚନା କରିଥିଲେ । ପୂଜାରେ ସଦସ୍ୟମାନେ ବୃକ୍ଷରୋପଣ ଉପରେ ଗୁରୁତ୍ୱ ଦେବା ସହ ଏବଂ ପ୍ରତ୍ୟେକ ସଦସ୍ୟ ଗୋଟିଏ ଗୋଟିଏ ଲେଖାଁଏ ଚାରା ରୋପଣ କରି ତାହାର ଯନô ନେବାପାଇଁ ବୈଠକରେ ପୂର୍ବତନ ସଭାପତି ଦେବରଞ୍ଜନ ସାହୁ ସଦସ୍ୟ ମାନଙ୍କୁ ଅନୁରୋଧ କରିଥିଲେ । ବୈଠକରେ ରାକେଶ ବେହେରା, ଶୁଭରଞ୍ଜନ ସିଂ, ଅମୀୟ ରଞ୍ଜନ ସାହୁ, ଭବାନୀ ଶଙ୍କର ମୁଖୀ, ସୋମନାଥ ମିଶ୍ର, ହିମାଂଶୁ ଶେଖର ଦାସ, ଦେବବ୍ରତ ଦାସ, ଅଞ୍ଜନ ପାଣି, ପ୍ଲାଜନ ପଣ୍ଡା, ବାପୁନ ମହାକୁଡ, ଚନ୍ଦନ ମଙ୍ଗଳ, ବିଶ୍ୱରଞ୍ଜନ ସିଂ, ଆଶୁତୋଷ ରଣା, ରଞ୍ଜୁ ଜେନା, ବାପି ବେହେରା, ଫୁକୁଲୁ ଦାସ, ଟୁଲୁ ରଣା, ଆଶିଷ ରାମ, ଦେବୁ ସାହୁ, ଜଗନ୍ନାଥ