ଜେଲକୁ ସରପ୍ରାଇଜ୍‌ ଭିଜିଟ୍‌ କରିବେ ଜିଲ୍ଲାପାଳ ଏବଂ ଏସପି

ଜେଲକୁ ସରପ୍ରାଇଜ୍‌ ଭିଜିଟ୍‌ କରିବେ ଜିଲ୍ଲାପାଳ ଏବଂ ଏସପି

ଜେଲକୁ ସରପ୍ରାଇଜ୍‌ ଭିଜିଟ୍‌ କରିବେ ସବୁ ଜିଲ୍ଲାର ଜିଲ୍ଲାପାଳ ଏବଂ ଏସପି । ଏନେଇ ଜେଲ ଡ଼ିଜି ସୂଚନା ଦେଇଛନ୍ତି । ପ୍ରତ୍ୟକ ମାସରେ ସବୁ ଜେଲକୁ ସରପ୍ରାଇଜ୍‌ ଭିଜିଟ କରିବା ସହ ଜେଲ ଭିତରେ କୌଣସି ଅସୁବିଧା ହେଉଥିଲେ ଜେଲ ବିଭାଗକୁ ସୂଚିତ କରିବା ପାଇଁ ଜେଲ ଡ଼ିଜି ଚିଠି ଲେଖିଛନ୍ତି । ନିକଟରେ ଜେଲରୁ ଦୁଇ ଅପରାଧି ଫେରାର ଘଟଣାକୁ ନେଇ ଏଭଳି ପଦକ୍ଷେପ ନିଆଯାଇଛି ।