ନାବାଳିକା କୁକର୍ମ ଅଭିଯୁକ୍ତ କୋର୍ଟଚାଲାଣ 


ାା ପ୍ରଭାନୁ୍ୟଜ୍ ।ା ଦଶରଥପୁର : ନାବାଳିକାକୁ କୁକର୍ମ କରି ଫେରାର ଥିବା ଅଭିଯୁକ୍ତକୁ ପୁଲିସ ଗିରଫ କରି କୋର୍ଟଚାଲାଣ କରିଛି । କୋର୍ଟ ଚାଲାଣ ହୋଇଥିବା ଅଭିଯୁକ୍ତ ଜୟନ୍ତରା ଗାଁର ସନାତନ ରଣା (୫୫) ହୋଇଥିବା ବେଳେ ପୁଲିସ ରାଉରକେଲାରୁ ଗତକାଲି ଗିରଫ କରିଥିଲା । ଶନିବାର ଡାକ୍ତରୀ ପରୀକ୍ଷା ପରେ କୋର୍ଟ ଚାଲାଣ କରାଯାଇଥିବା ଦଶରଥପୁର ଥାନା ଅଧିକାରୀ ବଦ୍ରିକା ନାଥ ବେହେରା ସୂଚନା ଦେଇଛନ୍ତି ।