ନିଳଗିରିରେ ୩୪କୋଟିର ପ୍ରକଳ୍ପ


ନିଳଗିରି: ଓଡ଼ିଶାର ପଞ୍ଚାୟତରାଜ ମନ୍ତ୍ରୀ ରବିନାରାୟଣ ନାଏକ ବାଲେଶ୍ୱରର କାର୍ଯ୍ୟକ୍ରମ ସାରି ନିଳଗିରି ଏନ୍ଏସିର ୫ନମ୍ୱର ୱାର୍ଡ ସ୍ଥିତ ଫାୟାର ଅଫିସ ପଡ଼ିଆରେ ଆୟୋଜିତ ବିଭିନ୍ନ ପ୍ରକଳ୍ପର ଭିର୍ତିପ୍ରସ୍ତର (୩୪କୋଟି ଟଙ୍କା) ଉଦ୍ଘାଟନ କରିଛନ୍ତି ।  ଏହି ଅବସରରେ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ, ନିଳଗିରି ବିଧାୟକ ସନ୍ତୋଷ ଖଟୁଆ, ରେମୁଣା ବିଧାୟକ ଗୋବିନ୍ଦ ଦାସ, ଜିଲ୍ଲା ବିଜେପି ସଭାପତି ଇଶ୍ୱର ବେହେରା, ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ ସମେତ ବହୁ ପ୍ରଶାସନିକ ଅଧିକାରୀ ଉପସ୍ଥିତ ଥିଲେ ।