ନୂତନ ଉପଖଣ୍ଡ ପ୍ରାଣୀଚିକିସôାଳୟ ନିର୍ମାଣର ଶୁଭ ଉଦଘାଟନ
ତାଳଚେର: ଆଜି ସରସ୍ୱତୀ ପୂଜା ଉପଲକ୍ଷେ ତାଳଚେର ଉପଖଣ୍ଡରେ ରହିଥିବା ପ୍ରାଣୀଚିକିସôାଳୟ ନିର୍ମାଣର ଶୁଭଉଘାଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥିଭାବେ ବିଧାୟକ ବ୍ରଜ ପ୍ରଧାନ, ସମ୍ମାନୀୟ ଅତିଥିଭାବେ ଅନୁଗୋଳ ସଂଯୁକ୍ତ କେନ୍ଦ୍ରର ସମବାୟ ବ୍ୟାଙ୍କର ସଭାପତି ସନ୍ତୋଷ ପ୍ରଧାନ ଓ ପୌରପରିଷଦ ନଗରପାଳ ପବିତ୍ର ଭୂତିଆ ଯୋଗଦେଇ ଭିତିପ୍ରସ୍ତର ସ୍ଥାପନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ୧୯ନମ୍ବର ଜିଲ୍ଳାପରିଷଦ ବଭୃବାହାନ ପତି, ତାଳଚେର ବ୍ଳକର ସମସ୍ତ ସରପଂଚ, ସମିତିସଭ୍ୟ, ପୌରପରିଷଦର କାଉନସିଲର, ପ୍ରାଣୀଚିକିସôାଳୟ ସମସ୍ତ କର୍ତ୍ତୃପକ୍ଷ, କର୍ମଚାରୀ ଉପସ୍ଥିତ ଥିଲେ ।