ନୂତନ ଶିକ୍ଷକଙ୍କୁ ସ୍ୱାଗତ
ଭଣ୍ଡାରିପୋଖରୀ : ମାଳଦା ସରକାରୀ ହାଇସ୍କୁଲରେ ନୂତନ ଭାବେ ନିଯୁକ୍ତି ପାଇଥିବା ଶିକ୍ଷକ ସନ୍ତୋଷ ଜେନା, ସତ୍ୟରଞ୍ଜନ ମଲ୍ଲିକଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ସମ୍ବର୍ଦ୍ଧନା ସଭାରେ ପ୍ରାକ୍ତନ ପ୍ରଧାନଶିକ୍ଷକ ପ୍ରିତିକାନ୍ତ ରାଉତ, ପ୍ରାକ୍ତନ ଶିକ୍ଷକ ନୃସିଂହ ଚରଣ ସାମଲ, ରାମଚନ୍ଦ୍ର ମହାନ୍ତି, ନବକିଶୋର ପରିଡ଼ା, ସଞ୍ଜତ ସାମଲ,ସାମ୍ବାଦିକ ରାଜେନ୍ଦ୍ର ଶତପଥୀ, ଗୌତମ ପାତ୍ର, ଦିଲୀପ ଓଝା, ବିକାଶ ଦାସ, ଶଶିଭୂଷଣ ମଲ୍ଲିକ, ପ୍ରସନ୍ନ ନାୟକ, ନିଳୋତ୍ପୋଳା ମହାନ୍ତି, ବିଜୟା ସାମଲ ପ୍ରମୁଖ ଯୋଗଦେଇଥିଲେ । ନବ ନିଯୁକ୍ତ ଶିକ୍ଷକଙ୍କୁ ଫୁଲତୋଡା ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ ।