ବସନ୍ତ ବିଜେପି ରାଷ୍ଟ୍ରୀୟ ପରିଷଦ ସଦସ୍ୟ
ନୂଆପଡା : ନୂଆପଡ଼ା ଜିଲ୍ଲା ନିବାସୀ ପୂର୍ବତନ ବିଜେପି ରାଜ୍ୟ ସଭାପତି ତଥା କଳାହାଣ୍ଡି ଲୋକସଭା ସାଂସଦ ବସନ୍ତ କୁମାର ପଣ୍ଡା ରାଷ୍ଟ୍ରୀୟ ପରିଷଦ ସଦସ୍ୟ ରୂପେ ମନୋନୀତ ହୋଇଛନ୍ତି । ପଣ୍ଡାଙ୍କ ଦଳୀୟ ନୂତନ ଦାୟିତ୍ୱ ନେଇ କର୍ମୀ ମହଲରେ ଉତ୍ସାହ ଦେଖିବାକୁ ମିଳିଛି । ବିଭିନ୍ନ ମହଲରୁ ଶୁଭେଚ୍ଛା ସୁଅ ଛୁଟୁଥିବାବେଳେ ତୃଣମୂଳସ୍ତରରେ ଦଳର ସାଂଗଠନିକ ମଜଭୁତ କରିବା ପାଇଁ ଆହ୍ୱାନ କରିଥିଲେ ।