ବିକାଶ ବାହନ ରଥର ଶୁଭାରମ୍ଭ 

ବରୀ: ବରୀ ବ୍ଲକ ପରିସରରେ ବିକାଶ ବାହନ ରଥର ଆଜି ଶୁଭାରମ୍ଭ ହେଉଛି । ଏହାକୁ ବିଡିଓ ଅସିତ ମହାନ୍ତି ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି । ତହସିଲଦାର ଦୀପ୍ତିମୟୀ ବେହେରା, ଅତିରିକ୍ତ ତହସିଲଦାର କଲ୍ଲୋଳ ମିଶ୍ର, ଅତିରିକ୍ତ ବିଡିଓ ମହେଶ୍ୱର ସେଠି ଉପସ୍ଥିତଥିଲେ । ଜିପିଓ ଲଷ୍ମୀକାନ୍ତ ମହାରଣା, ଗ୍ରାମ୍ୟ ପାନୀୟ ଜଳ କନିଷ୍ଠ ଯନ୍ତ୍ରୀ ବିଭୁତି ଭୂଷଣ ପଣ୍ଡା, ସାମାଜିକ ସୁରକ୍ଷା ଅଧିକାରୀ ରଞ୍ଜିତ ଜେନା ବିଭିନ୍ନ ବିଭାଗ ର ଅଧିକାରୀ ଉପସ୍ଥିତଥିଲେ । ଏହି ବରୀ ବ୍ଲକର ବିଭିନ୍ନ ପଞ୍ଚାୟତ ପରିକ୍ରମା କାର୍ଯ୍ୟକ୍ରମ ରହିଥିବା ବେଳେ, ଆଜି ରନôଗିରି, ଅମଠପୁର, ମହାକାଳପଡା ପଞ୍ଚାୟତ ପରିକ୍ରମା କରିଛନ୍ତି ।