ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ପାଳନ ପାଇଁ ପ୍ରସ୍ତୁତି ବୈଠକ
ଜଗତସିଂହପୁର : ଜଗତସିଂହପୁର ସଦର ସ୍ଥିତ ସିପି ଯୋଗଧାରୀ ଠାରେ ଥିବା ବିଜୁ ଜନତା ଦଳ କାର୍ଯ୍ୟାଳୟ ପରିସରରେ ପୂର୍ବତନ ବିଧାୟକ ପ୍ରଶାନ୍ତ ମୁଦୁଲିଙ୍କ ଅଧକ୍ଷତାରେ ମାର୍ଚ୍ଚ ୫ ତାରିଖରେ ଜନନାୟକ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୯ ତମ ଜୟନ୍ତୀ ପାଳନ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଜÿିଲ୍ଲାପରିଷଦ ଅଧକ୍ଷ ମନୋଜ କୁମାର ଭୋଇ, ଜÿିଲ୍ଲାପରିଷଦ ଚିତ୍ତରଞ୍ଜନ ରାଉଳ, ଜÿିଲ୍ଲାପରିଷଦ ବିବେକାନନ୍ଦ ବେହେରା, ବ୍ଲକ ଉପାଧ୍ୟକ୍ଷ ରତିରଞ୍ଜନ ବେହେରା, ନଗର ବିଜେଡି ସଭାପତି ପ୍ରିୟବ୍ରତ ମହାପାତ୍ର, ପ୍ରଶାନ୍ତ ବେହେରା, ଜଗନ୍ନାଥ ମୁଦୁଲି, ଦିଲ୍ଲୀପ ସିଂ, ଆଲୋକ ଖୁଣ୍ଟିଆଙ୍କ ସମେତ ପାରିଷଦ, ସରପଞ୍ଚ ସମିତି ସଭ୍ୟ, ବିଜୁ ପ୍ରେମୀ ଓ ବିଜୁ ଜନତା ଦଳର କର୍ମୀମାନେ ଉପସ୍ଥିତ ରହିଥିଲେ ।