ବିଜେପିର ମିଶ୍ରଣ ପର୍ବ
ଆନନ୍ଦପୁର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସୁଶାସନ ଯୋଗୁଁ ଆଜିର କୋଟି କୋଟି ଯୁବକ ହୃଦସ୍ମପଦନ ପାଲଟି ଯାଇଛନ୍ତି. ଏହି କ୍ରମରେ ଆଜି ଆନନ୍ଦପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ହାଟଡ଼ିହି ବିଜେପି କାର୍ଯ୍ୟାଳୟରେ ଡିମିରିଆ ଗ୍ରାମର ବହୁ ସଂଖ୍ୟାର ଯୁବକ ବିଜେପିରେ ସାମିଲ ହୋଇଛନ୍ତି । କାର୍ଯ୍ୟକର୍ତ୍ତା ରବୀନ୍ଦ୍ର ମଲ୍ଲିକଙ୍କ ସଂଯୋଜନାରେ ଆୟୋଜିତ ଏହି ମିଶ୍ରଣ ପର୍ବରେ ଆନନ୍ଦପୁର ବରିଷ୍ଠ ବିଜେପି ନେତା ଆଲୋକ ସେଠୀ, ଜିଲ୍ଲା ସାଧାରଣ ସମ୍ପାଦକ ଜ୍ଞାନରାଞ୍ଜନ ସାମନ୍ତ ସିଂହାର, ନେତା ସୁଶାନ୍ତ ଜେନା, ଅଧର ବେହେରା, ଅରୁଣ ମଲ୍ଲିକ ପ୍ରମୁଖ ଦଳୀୟ କାର୍ଯ୍ୟାଳୟରେ ଉପସ୍ଥିତ ରହି ନବାଗତ ଯୁବକଙ୍କୁ ଦଳୀୟ ଟୋପି, ଉତ୍ତରୀୟ ଏବଂ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ଦଳକୁ ସ୍ୱାଗତ ଜଣାଇଥିଲେ । ଏହି ମିଶ୍ରଣ ପର୍ବରେ ଧର୍ମାନନ୍ଦ ପ୍ରଧାନ, ଜୟକୃଷ୍ଣ ପ୍ରଧାନ, ରାମକୃଷ୍ଣ ପ୍ରଧାନ, ଟୁଟୁ ପ୍ରଧାନ, ପୀତବାସ ପ୍ରଧାନ, ପ୍ରତାପ ପ୍ରଧାନ, ଲୋକନାଥ ପ୍ରଧାନ, ଟୁକୁ ପ୍ରଧାନ, ଶିଶିର ପାତ୍ର, ସୁରେଶ ପାତ୍ର, ଟୁଟନ ବେହେରା, ମନୋଜ ଦାସ, ନିରାକାର ବେହେରା, ମିଥୁନ ରାଉଳ, ବିଜୟ ପାତ୍ର, ସୁଶାନ୍ତ ରାଉଳ, ବାବୁଲ ବେହେରା, ପ୍ରହଲ୍ଲାଦ ନାଟକ, ସୁକାନ୍ତ ଦାସ, ନିରାକାର ରାଉଳ, ଆଶ୍ୱିନ ରାଉଳ, ଅରୂପା ରାଉଳ, ପତିତପାବନ ବେହେରା, ସମୀର ପାତ୍ର, ବିଶ୍ନୁମୋହନ ବାରିକ, ହରେକୃଷ୍ଣ ପ୍ରଧାନ, ସମ୍ବିତ ରାଉଳ, ଚନ୍ଦନ ପ୍ରଧାନ, ତପନ ରାଉତ, ସୋନଥ ବେହେରା, ବବୁଲ ବେହେରା, ରାଜେନ୍ଦ୍ର ପ୍ରଧାନ, ଦେବବ୍ରତ ପ୍ରଧାନ, ନିଲେଶ ରାଉଳ, ସୁନିଲ ଖୁଣ୍ଟିଆ, ଟୁଟୁ ବେହେରା, ବାଦଲ ରାଉଳଙ୍କ ସମେତ ଶତାଧିକ ଯୁବକ ବିଜେପିରେ ସାମିଲ ହୋଇଛନ୍ତି । କାର୍ଯ୍ୟକର୍ତ୍ତା ରବୀନ୍ଦ୍ର ମଲ୍ଲିକଙ୍କ ସଂଯୋଜନାରେ ଆୟୋଜିତ ମିଶ୍ରଣ ପର୍ବରେ ଆନନ୍ଦପୁର ବିଜେପି ନେତା ଆଲୋକ ସେଠୀ, ଜିଲ୍ଲା ସାଧାରଣ ସମ୍ପାଦକ ଜ୍ଞାନରଞ୍ଜନ ସାମନ୍ତ ସିଂହାର, ବରିଷ୍ଠ ନେତା ସୁଶାନ୍ତ ଜେନା, ଅଧର ବେହେରା, ଅରୁଣ ମଲ୍ଲିକ ପ୍ରମୁଖ ନବାଗତନଙ୍କୁ ଦଳୀୟ ଟୋପି ,ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ଦଳକୁ ସ୍ୱାଗତ ଜଣାଇଥିଲେ । ଆଜି ଏହି ମିଶ୍ରଣ ପର୍ବରେ ଧର୍ମାନନ୍ଦ ପ୍ରଧାନ, ଜୟକୃଷ୍ଣ ପ୍ରଧାନ, ରାମକୃଷ୍ଣ ପ୍ରଧାନ, ଟୁଟୁ ପ୍ରଧାନ, ପୀତବାସ ପ୍ରଧାନ, ପ୍ରତାପ ପ୍ରଧାନ, ଲୋକନାଥ ପ୍ରଧାନ, ଟୁକୁ ପ୍ରଧାନ, ଶିଶିର ପାତ୍ର, ସୁରେଶ ପାତ୍ର, ଟୁଟନ ବେହେରା, ମନୋଜ ଦାସ, ନିରାକାର ବେହେରା, ମିଥୁନ ରାଉଳ, ବିଜୟ ପାତ୍ର, ସୁଶାନ୍ତ କୁମାର ରାଉଳ ପ୍ରମୁଖ ଉପସ୍ଥିତ ଥିଲେ ।