ବିଦୁ୍ୟତ୍ ଭିତ୍ତିଭୂମିକୁ ସୁଦୃଢ କଲା ଟିପିଏସ୍ଓଡିଏଲ୍ : ତାରା ତାରିଣୀ ମନ୍ଦିରକୁ ହେବ ବଜିୁଳି ଯୋଗାଣ
ବ୍ରହ୍ମପୁର: ଟିପିସଦର୍ଣ୍ଣ ଓଡିÿଶା ଡିଷ୍ଟ୍ରିିବୁ୍ୟସନ୍ ଲିମଟେଡ ପକ୍ଷରୁ ତାରା ତାରିଣୀ ମନ୍ଦିରର ବଦୁ୍ୟତ ଭିତ୍ତଭିୂମିର ଉନ୍ନତୀକରଣ କରାଯାଇଛି । ଯାହା ଫଳରେ ୫୦୦ ମିଟର ପାହାଡ ଶିଖରରେ ଥିବା ତାରା ତାରିଣୀ ମନ୍ଦରକୁ ସୁରକ୍ଷିତ ଏବଂ ଭରସା ଯୋଗୁ ବଜିୁଳି ଯୋଗାଣ ହୋଇପାରିବ । ସ୍ଥାନୀୟ ଲୋକେ ମଧ୍ୟ ଏହା ଦ୍ୱାରା ଉପକୃତ ହେବେ । ତାରା ତାରିଣୀ ମନ୍ଦିରରେ ଦକ୍ଷିଣ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ପ୍ରବଳ ଜନସମାଗ୍ମ ହେବ । ଏହାକୁ ଦୃଷ୍ଟିରେ ରଖି ସମ୍ପୂର୍ଣ୍ଣମନ୍ଦିର ପରସିରକୁ ଗ୍ୁଣାତ୍ମକ ବଦୁ୍ୟତ ସେବା ଯୋଗାଇବା ପାଇଁ ଏହି ପଦକ୍ଷପ ନିଆଯାଇଛି । ଦକ୍ଷିଣ ଓଡିଶାର ଫଲାକଙ୍କ ପାଇଁ ତାରା ତାରିଣୀ ଏକ ପ୍ରମୁଖ ଦେବୀ ମନ୍ଦିର । ଭାରତଫର ଥିବା ପ୍ରମଖୁ ଶକ୍ତିପୀଠମାନଙ୍କ ମଧ୍ୟଫର ଅନୁତମ ତାରା ତାରିଣୀ ମନ୍ଦିରଫର ପ୍ରତିଦିନ ଶ୍ରଦ୍ଧାଳୁଙ୍କ ଭିଡ଼ ହୁଏ । ଟିପିଏସ୍ଓଡିଏଲ୍ ପକ୍ଷରୁ ପାହାଡ ପାଦ ଦେଶରୁ ମନ୍ଦିର ଯାଏଁ ପ୍ରାୟ ୩ କିମି ବଦୁ୍ୟତ ଭିତ୍ତଭିୂମିର ରୂପାନ୍ତରଣ କରାଯାଇଛି । ଗ୍ୁଣାତ୍ମକ ବଜିୁଳି ଯୋଗାଇବା ପାଇଁ ନୂତନ ଭାବେ ନିମିତ ଭିତ୍ତଭିୂମିଫର ୭୮ ଟି ନୂଆ ବଦିୁୁତ ଖଣ୍ଟୁ, ୮,୧୯୦ ମିଟର ପରିବୁ୍ୟାପ୍ତ ଇନସୁଲେଟେଡ୍ କଣ୍ଡକ୍ଟର, ଆଧୁନକି ଉପକରଣ ସ୍ଥାପନ କରାଯାଇଛି । ଏହିପ୍ରକଳ୍ପର ବ୍ୟୟ ଅଟକଳ ୭୭ ଲକ୍ଷ ଟଙ୍କାରୁ ଅଧିକ ରହିଛି । ବର୍ତ୍ତମାନ ଉନ୍ନତୀକରଣ କାଯଣୁ ପଫର ଫପାଲ ଗ୍ୁଡକି ମଧ୍ୟଫର ବୁବଧାନ ୩୦ ରୁ୪୦ ମିଟରକୁହ୍ରାସ ଫହବା ସହ ସୁରକ୍ଷା ପାଇଁ ଇନସୁଲେଟେଡ୍ କଣ୍ଡକ୍ଟର ସ୍ଥାପନ କରାଯାଇଛି । ଅତୁଧିକ ସୁରକ୍ଷା ପାଇଁ ମନ୍ଦିର ପ୍ରଫବଶ ଦ୍ୱାରରେ ଏକ ଏୟାର ବ୍ରେକ ସୁଇଚ୍ ସ୍ଥାପନ କରାଯାଇଛି । ଯାହା ?ଳଫର ଜରୁରୀକାଳୀନ ସ୍ଥିତିଫର ତୁରନ୍ତ ବଦିୁୁତ ଯୋଗାଣ ବିଛିିନ୍ନ କରାଯାଇପାରିବ । ଏହି ସମ୍ପର୍କରେ ଟିପିଏସ୍ଓଡିଏଲ ମଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଅମିତ କହିଛନ୍ତି ।