ମାରୱାଡି ଯୁବା ମଞ୍ଚ ଗଠିତ
ନୂଆପଡା : ନୂଆପଡା ଜିଲ୍ଲାର ବୋଡ଼େନରେ ମାରୱାଡି ଯୁୁବାମଞ୍ଚ ଗଠନ ହୋଇଯାଇଛି । ସଭାପତି ରୂପେ ସୁମିତ କୁମାର ଅଗ୍ରୱାଲ, ଉପସଭାପତି ସୌରଭ ଅଗ୍ରୱାଲ, ସମ୍ପାଦକ ଭାବେ ମୁକେଶ ଅଗ୍ରୱାଲ, ଯୁଗ୍ମ ସମ୍ପାଦକ ଯତୀନ ଅଗ୍ରୱାଲ, କେସିୟର ଭାବେ ସନ୍ତୋଷ ଅଗ୍ରୱାଲ, ସଭ୍ୟ ରୂପେ ଅମିତ ଅଗ୍ରୱାଲ, ଆନନ୍ଦ ଅଗ୍ରୱାଲ, ବିଟୁ ଅଗ୍ରୱାଲ, ଆକାଶ ଅଗ୍ରୱାଲ, ଶୁଭମ ଅଗ୍ରୱାଲ, ବିକାଶ ଅଗ୍ରୱାଲ, ଅଭିଷେକ ଅଗ୍ରୱାଲ, ଆଶିଷ ଅଗ୍ରୱାଲ, ଟ୍ୱିନୁ ଅଗ୍ରୱାଲ ଦିଲ୍ଲୀପ ଅଗ୍ରୱାଲ ଓ ମାନୁ ଅଗ୍ରୱାଲ ପ୍ରମୁଖଙ୍କୁ ସର୍ବ ସମ୍ମତିକ୍ରମେ ଚୟନ କରାଯାଇଛି ।