ରାଜ୍ୟ ଟପ୍ପର କାବ୍ୟଙ୍କୁ ସମ୍ବର୍ଦ୍ଧନା
ବନ୍ତ : ବନ୍ତ ବ୍ଲକ ନିଳୋକ ସ୍ଥିତ ଆଦର୍ଶ ବିଦ୍ୟାଳୟର ଛାତ୍ର ତଥା ଚଳିତ ବର୍ଷ ସି.ବି.ଏସ୍.ଇ ପରୀକ୍ଷାରେ ରାଜ୍ୟ ଟପ୍ପର ହୋଇଥିବା କାବ୍ୟ ରଞ୍ଜନ ମାଝୀଙ୍କୁ ରାଜ୍ୟ ବିଜୁ ଛାତ୍ର ଜନତାର ବରିଷ୍ଠ ଉପସଭାପତି ଚିନ୍ମୟ କୁମାର ଦାସଙ୍କ ନେତୃରେ ବନ୍ତ ବ୍ଲକ ଛାତ୍ର ସଭାପତି ପ୍ରଣବ କିଶୋର ଲେଙ୍କା, ବ୍ଲକ ଯୁବ ନେତୃତ୍ୱ କମଳାକାନ୍ତ ବିଶ୍ୱାଳ, ଛାତ୍ର ନେତା ଈଶ୍ୱର ଗିରୀ ଓ ସମସ୍ତ ନେତୃତ୍ୱ କାବ୍ୟ ରଞ୍ଜନ ମାଝୀଙ୍କୁ ଭେଟି ସମ୍ବନ୍ଧିତ କରିଥିଲେ ।