ସମାଜସେବୀ ପଦ୍ମଲୋଚନଙ୍କ ସ୍ମୃତିସଭା
ରାଜକନିକା : ସମାଜ ସେବୀ ପଦ୍ମଲୋଚନ ଧଳଙ୍କ ଏକାଦଶାହରେ ଏକ ସ୍ମୃତି ସଭା ନନ୍ଦି ମାହାରା ସ୍ଥିତ ବାସଭବନରେ ଅନୁଷ୍ଠିତ ହୋଇଛି । ପୁତ୍ର ପ୍ରସନ୍ନ ଓ ପ୍ରମୋଦଙ୍କ ତତ୍ୱାବଧାନରେ କନିକା ସାହିତ୍ୟ ସଂସ୍କୃତି ପରିଷଦ ସଭାପତି ବୀରେନମିତ୍ର ରାଉତରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସ୍ମୁତି ସଭାରେ କୃଷକ ନେତା ଦାମୋଦର ଧଳ, ଶିକ୍ଷାବିତ୍ କାଳୀପ୍ରସାଦ ନାୟକ, ପ୍ୟାରୀମୋହନ ସ୍ୱାଇଁ, ଡ. ଆଶିଷ ବାରିକ, ଚାନ୍ଦବାଲି ବିଡିଓ ସଞ୍ଜୀବ ମହାପାତ୍ର, ସମାଜସେବୀ ପବିତ୍ର ରାଉତ, ରଞ୍ଜନ ସେଠୀ, ଶିକ୍ଷାବିତ୍ ନବ କିଶୋର ସୁତାର, ବିଦ୍ୟାଧର ତ୍ରିପାଠୀ, ଗୋପୀନାଥ ବିଶ୍ୱାଳ, ନିର୍ମଳ ଚନ୍ଦ୍ର ଜେନା, ବିଦ୍ୟାଧର ବେହେରା, ସାହିତି୍ୟକ ପତିତପାବନ ବେହେରା, ମଦନ ମୋହନ ଦାସ, ପୂର୍ଣ୍ଣ ଚନ୍ଦ୍ର ବଳ, ଅଧ୍ୟାପକ ଦେବଦାସ ପ୍ରଧାନ, କେନ୍ଦ୍ରାପଡା ଜିଲ୍ଲା ରେଡକ୍ରସ ଅଧିକାରୀ ନିରଞ୍ଜନ ବେହେରା, ଶିକ୍ଷବିତ ବା‚ାନିଧି ସୁତାର, ମୁରଲୀ ଧର ନାୟକ, ନରେନ୍ଦ୍ର ରାଉତ, ଜନ୍ମେଜୟ ମହାନ୍ତି, ହରେକୃଷ୍ଣ ନାୟକ, ଦେବବ୍ରତ ବେହେରା, ଲଳିତ ମୋହନ ରୟ ପ୍ରମୁଖ ଯୋଗଦେଇ ପଦ୍ମଲୋଚନ ଧଳଙ୍କ ଜୀବନାଦର୍ଶ ଉପରେ ଆଲୋକପାତ କରିଥିଲେ ।