ସାପ କାମୁଡ଼ାରେ ବୃଦ୍ଧାଙ୍କ ମୃତୁ୍ୟ
ାା ପ୍ରଭାନୁ୍ୟଜ ।ା ଆନନ୍ଦପୁର : ସୋସ ଥାନା ଅନ୍ତର୍ଗତ ଶଢା ଗ୍ରାମରେ ସାପ କାମୁଡ଼ାରେ ଜଣେ ବୃଦ୍ଧାଙ୍କ ସାପ କାମୁଡ଼ାରେ ମୃତୁ୍ୟ ଘଟିଛି । ସୂଚନା ଅନୁଯାୟୀ, ଶଢା ଗ୍ରାମର ସରପଞ୍ଚ ସାଗରିକା ଜେନାଙ୍କ ଶାଶୁ ଲଳିତା (୬୦) ଗତ କାଲି ସକାଳ ସମୟରେ ଘରୁ ବାହାରକୁ ବାହାରିଥିବା ବେଳେ ଏକ ବିଷାକ୍ତ ସାପ ତାଙ୍କୁ ଦଂଶନ କରିଥିଲା । ପରିବାର ଲୋକେ ତାଙ୍କୁ ଆନନ୍ଦପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ତେବେ ଚିକିତ୍ସାଧିନ ଅବସ୍ଥାରେ ଲଳିତାଙ୍କ ମୃତୁ୍ୟ ଘଟିଥିଲା ।