ସାବରକରଙ୍କୁ ଅପମାନ : ରାହୁଲଙ୍କୁ ସୁପ୍ରିମକୋର୍ଟଙ୍କ ଭର୍ତ୍ସନା

ନୂଆଦିଲ୍ଲୀ: “ସ୍ୱାଧୀନତା ସଂଗ୍ରାମୀଙ୍କ ବିରୋଧରେ ଅପମାନଜନକ ଟିପ୍ପଣୀ ଆଦୌଗ୍ରହଣ ଯୋଗ୍ୟ ନୁହେଁ । ଯଦି ଆଗାମୀ ଦିନରେ ଏଭଳି ଟିପ୍ପଣୀ ଦୃଷ୍ଟି ଗୋଚର ହୁଏ ତେବେ ଏହା ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।” ସ୍ୱାଧୀନତା ସଂଗ୍ରାମୀ ବୀର ସାବରକରଙ୍କୁ ‘ବ୍ରିଟିଶ ଚାକର’ କହି ଅପମାନିତ କରିଥିବା ବିରୋଧୀଦଳ ନେତା ରାହୁଲ ଗାନ୍ଧୀଙ୍କୁ ଏପରି କଡ଼ା ଚେତାବନୀ ଦେଇଛନ୍ତି ସର୍ବୋଚ୍ଚ ଅଦାଲତ । ଆହ୍ଲାବାଦ ହାଇକୋର୍ଟରେ ଏହାକୁ ନେଇ ତାଙ୍କ ଦ୍ଭ ୭ ପୃଷ୍ଠାରେ...