ସାହିତ୍ୟ ସଂସଦ ପକ୍ଷରୁ ସ୍ୱଚ୍ଛ ଭାରତ ଅଭିଯାନ

 ସିଂହପୁର : ରାହାସ ଗୁହାଳି ଉଦୟ ଭାନୁ ସାହିତ୍ୟ ସଂସଦ ପକ୍ଷରୁ ଗୁହାଳୀ ଗ୍ରାମର ସ୍ୱପ୍ନେଶ୍ୱର୍ ମନ୍ଦିର ପରିସରରେ ସଫେଇ କାର୍ଯ୍ୟକ୍ରମ କରିଥିଲେ । କାର୍ଯ୍ୟକ୍ରମରେ ସଂସଦର ସଭାପତି ବ୍ରଜ ସୁନ୍ଦର ସାମଲ, ସଂପାଦକ ସୁରେନ୍ଦ୍ର କୁମାର ପତି, ଉପଦେଷ୍ଟା ସାମ୍ବାଦିକ ଅନିରୁଦ୍ଧ ବେଉରିଆ, ପ୍ରାଧ୍ୟାପକ ଅଜୟ କୁମାର ଓଝା, ପ୍ରଫୁଲ୍ଲ କୁମାର ବେହେରା, ବିଷ୍ଣୁ ଚରଣ ସାମଲ, ପ୍ରମୋଦ କୁମାର ସାମଲ, ସରୋଜ କୁମାର ମଲ୍ଲିକ, ରବିନାରାୟଣ ସାମଲ, ଧନେଶ୍ୱର ଦାସ, ନିରଂଜନ ପାତ୍ର, ଅକ୍ଷୟ ସେଠୀ, ପ୍ରହଲ୍ଲାଦ ସାମଲ, ନିରଞ୍ଜନ ସାମଲ, ମନୋଜ ଦାସ, ହେମନ୍ତ ସାମଲ, ନରେନ୍ଦ୍ର ବାରିକ, ରାମଚନ୍ଦ୍ର ନାୟକ ପ୍ରମୁଖ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ।