ସୀତାରାମ ସେବା ସମିତି ପକ୍ଷରୁ ରକ୍ତଦାନ ଶିବିର

ାା ପ୍ରଭାନୁ୍ୟଜ ।ା ପାଣିକୋଇଲି :   ସ୍ୱେଚ୍ଛାସେବୀ ସଙ୍ଗଠନ ସୀତାରାମ ସେବା ସମିତି ତରଫରୁ କାହ୍ନୁଚରଣ ବିଦ୍ୟାମନ୍ଦିର ରକ୍ତଦାନ ଶିବିର ଆୟୋଜନ ହୋଇଯାଇଛି । ଶିବରରେ ୪୮ ୟୁନିଟ ରକ୍ତ ସଂଗୃହିତ ହୋଇଥିଲା । ପଣ୍ଡିତ ଡ଼କ୍ଟର ସୂର୍ଯ୍ୟମଣି ଖୁଣ୍ଟିଆ ଶିବିରକୁ ଉଦ୍ଘାଟନ କରିଥିବା ବେଳେ ଧନେଶ୍ୱର ସରପଞ୍ଚ ଶ୍ୟାମ ସୁନ୍ଦର ମାଝୀ, ଗାୟକ ରଘୁନାଥ ପାଢୀ, କାହ୍ନୁ ଚରଣ ବିଦ୍ୟାମନ୍ଦିରର ସଭାପତି ପ୍ରଦୀପ କୁମାର ସ୍ୱାଇଁ, ସାମ୍ବାଦିକ ସୁବାସ ଧଳ, ପ୍ରଦୀପ ମାଝୀ, ଦଶରଥ ବେହେରା, ଦୀନବନ୍ଧୁ ଖୁଣ୍ଟିଆ, ପ୍ରଫୁଲ୍ଲ ବଳ, ପଞ୍ଚାନନ ବେହେରା, ନିତ୍ୟାନନ୍ଦ ବାରିକ, ରବିନ୍ଦ୍ର ମାଝୀ, ଶୁଭସ୍ମିତା ଶୁଭଦର୍ଶିନୀ ସିଂ, ପ୍ରଧାନଶିକ୍ଷୟିତ୍ରୀ ଅରୁଣ ମହାଳିକ, ଶିକ୍ଷକ ଅଜୟ ଜେନା, ଲକ୍ଷ୍ମଣ ସାହୁ, ସନ୍ତୋଷ ଖୁଣ୍ଟିଆ, ଅଭିମନୁ୍ୟ ନାୟକ, କୃଷ୍ଣ ଚନ୍ଦ୍ର ସାହୁ,ଚିନ୍ତାମଣୀ ସାହୁ ଓ ଅମ୍ବରିଶ ଖୁଣ୍ଟିଆ ପ୍ରମୁଖ ଯୋଗ ଦେଇଥିଲେ । ସେବା ସମିତିର ପ୍ରତିଷ୍ଠାତା ଯୁଧିଷ୍ଠିର ସାହୁ, ସଭାପତି କାଳନ୍ଦୀ ସାହୁ, ଉପସଭାପତି ପ୍ରମୋଦ ସ୍ୱାଇଁ, ସମ୍ପାଦକ ସୋମ୍ୟରଂଜନ ସାହୁ, ସହ ସମ୍ପାଦକ ପ୍ରିୟବ୍ରତ ମାଝୀ, କୋଷାଧକ୍ଷ ଦିଲ୍ଲୀପ ବେହେରା, ସଦସ୍ୟ ଅଶୋକ  ମହାରଣା, ପଂଚାନନ ସେଠୀ, ଆନନ୍ଦ ବେହେରା, ମୋହନ ବେହେରା,କୃଷ୍ଣ ଚନ୍ଦ୍ର ପାଢୀ, ରଘୁନାଥ ମହାପାତ୍ର,ହରିହର ମାଝୀ. ଭୋଳାନାଥ ବାରିକ, ପଞ୍ଚାନନ ମାଝୀ, ପବିତ୍ର ସ୍ୱାଇଁ, ଅମୀୟ ସାହୁ, ପ୍ରଶାନ୍ତ ସ୍ୱାଇଁ, ଦିଲ୍ଲୀପ ଓଝା, କମଳ ସାହୁ, ନାରାୟଣ ସାହୁ, ରାମେଶର ସାହୁ, ସରୋଜ ସ୍ୱାଇଁ ପ୍ରମୁଖ ଶିବିର ପରିଚାଳନା କରିଥିବା ବେଳେ ରକ୍ତ ଭଣ୍ଡାରର ମହେଶ୍ୱର ବେହେରା, ଅଜୟ କୁମାର ଜେନା, ନବୀନ ଚନ୍ଦ୍ର ସେଠୀ, ସନ୍ତୋଷ କୁମାର ବିଶ୍ୱାଳ ପ୍ରମୁଖ ସହାୟତା କରିଥିଲେ ।