ଆନ୍ଧ୍ର ଗସ୍ତରେ ବାଲେଶ୍ୱର ଖେଳାଳି

ବାଲେଶ୍ୱର : ଆନ୍ଧ୍ରପ୍ରଦେଶ ସ୍ଥିତି ବିଶାଖାପାଟଣା ଠାରେ ଜୁଲାର ୯ତାରିଖରୁ ଅନୁଷ୍ଠିତ ହେବାକୁ ଥିବା ଜାତୀୟସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ଅଂଶ ଗ୍ରହଣ ନିମନ୍ତେ ଓଡିଶା ଦଳରୁ ସ୍ଥାନ ପାଇଥିବା ବାଲେଶ୍ୱର ସ୍ଥିତ ରାଣିପାଟଣା ଦୃଷ୍ଟିହୀନ ନିମନ୍ତେ ବିଦ୍ୟାଳୟର ଚାରିଜଣ ଛାତ୍ରୀ ପଦ୍ମିନୀ ଟୁଡୁ, ମାହେଶ୍ୱରୀ ପ୍ରଧାନ, ପାର୍ବତୀ ମାରାଣ୍ଡି, ମେଘନା ସିଂ ଓ କୋଚ ପ୍ୟାରୀମୋହନ ଭୂୟାଁ ଖୋର୍ଦ୍ଧା କେଟି ଗୋବଲ କ୍ରିକେଟ ଗ୍ରାଉଣ୍ଡରେ ଅନୁଷ୍ଠିତ ପ୍ରଶିକ୍ଷଣ ଶିବିରରେ ଯୋଗ ଦେବା ପାଇଁ ଗ୍ରସ୍ତ କରିଛନ୍ତି ।୨/୬/୨୫ ଠାରୁ ୬/୬/୨୫ ପ୍ରଶିକ୍ଷଣ ଶିବିର ପରେ ୭/୬/୨୫ ରିଖରେ ବିଶାଖାପାଟଣା ଅଭିମୁଖେ ଯାତ୍ରା କରିବ । ଅନୁଷ୍ଠାନର ନିଦେ୍ର୍ଦଶକ ଦିବାକର ସ ଖେଳାଳିମାନଙ୍କର ସଫଳ ଗ୍ରସ୍ତର କାମନା କରିବା ସହ ସୁନ୍ଦର ଭବିଷ୍ୟତର କାମନା କରିଛନ୍ତି ।