ପଶୁପକ୍ଷୀଙ୍କ ପାଇଁ  ପାନୀୟ ଜଳ ବ୍ୟବସ୍ଥା

 ନୂଆପଡା : ନୂଆପଡ଼ା ଜିଲ୍ଲା ଖଡିଆଳ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ଅଭିନବ ଉପାୟରେ  ଗୃହପାଳିତ ପ୍ରାଣୀ ଏବଂ ପକ୍ଷୀଙ୍କ ପାଇଁ ପାନୀୟ ଜଳ ବ୍ୟବସ୍ଥା କରିଛନ୍ତି । ବିଶେଷ ରୂପେ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଜଳ ଉସô ଗୁଡ଼ିକ ନିମ୍ନ ଗାମୀ ହେଉଥିବା ବେଳେ ପାନୀୟ ଜଳ ଉକôଟ ସମସ୍ୟା ଦେଖାଯାଇଥାଏ । ଗ୍ରାମାଞ୍ଚଳରେ ପାନୀୟ ଜଳ ସମସ୍ୟା ଥିବା ବେଳେ କଥା କହୁ ନଥିବା ପ୍ରାଣୀଙ୍କ ପାଇଁ ପାନୀୟ ଜଳ ସୁବିଧା କରିବା ଏକ ସୁସ୍ଥ ସମାଜର ପରିଚୟ ଦେଇଥାଏ  । ତେଣୁ ଖଡିଆଳ ବିଜ୍ଞାପିତ ଅଞ୍ଚଳ  ପରିଷଦ ପକ୍ଷରୁ ଜଳଛତ୍ର ଖୋଲୁଥିବା ବେଳେ ପ୍ରାଣୀଙ୍କ ପାଇଁ ମଧ୍ୟ ପାନୀୟ ଜଳର ସୁବନେ୍ଦାବସ୍ତ କରିବା ଏକ ସୁସ୍ଥ ପରମ୍ପରା  ।