ସାମ୍ବାଦିକଙ୍କ ମାତୃ ବିୟୋଗରେ ଶୋକ 

 ପାରାଦୀପ : ପାରାଦୀପର ଜଣାଶୁଣା ସାମ୍ବାଦିକ ତଥା କେନ୍ଦ୍ର ସରକାରଙ୍କ ସ୍ୱୀକୃତିପ୍ରାପ୍ତ ନୋଟାରୀ ପବ୍ଲିକ ରବୀନ୍ଦ୍ର କୁମାର ଜେନାଙ୍କ ମାଆ ରେଣୁବାଳା ଜେନା (୮୦) ବର୍ଷ ବୟସରେ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସପିଟାଲରେ ଚିକିସôାଧୀନ ଅବସ୍ଥାରେ ସୋମବାର ସକାଳେ ପରଲୋକ ହୋଇଯାଇଛି । ତାଙ୍କ ପାର୍ଥିବ ଶରୀରକୁ ପାରାଦୀପ ଉପକଣ୍ଠ ଭୁତମୁଣ୍ଡାଇ ନିକଟସ୍ତ ନିଜ ବରେଇ ଗ୍ରାମ ସ୍ଥିତ ବାସଭବନକୁ ଶେଷ ଦର୍ଶନ ପାଇଁ ଅଣା ଯାଇଥିଲା  । ପରେ ପୁରୀ ସ୍ୱର୍ଗ ଦ୍ୱାରରେ ତାଙ୍କ ସଂସ୍କାର କରାଯାଇଥିଲା । ସ୍ୱର୍ଗତ ରେଣୁବାଳା ଜଣେ ମିଷ୍ଟଭାଷୀ ଓ ଧର୍ମ  ପରାୟଣ  ମହିଳା ଥିଲେ । ତାଙ୍କ ବିୟୋଗରେ ନିଜ ଗ୍ରାମରେ ଶୋକର ଛାୟା ଖେଳି ଯାଇଥିବା ବେଳେ ପାରାଦୀପର କାର୍ଯ୍ୟରତ ସାମ୍ବାଦିକ ଶୁକଦେବ ଜେନା, ଶଶାଙ୍କ ଆଚାର୍ଯ୍ୟ, ଭାଗିରଥି ମଲ୍ଲିକ, ରାକେଶ ପଟ୍ଟନାୟକ, ରନôାକର ସ୍ୱାଇଁ, ସୁଧାଂଶୁ ନାୟକ,ଜଗବନ୍ଧୁ ସ୍ୱାଇଁ, ଦୀପକ ଦାସ, ପ୍ରଭାକର ସାହୁ, ସନ୍ତୋଷ ଭାରତୀ, ରନôାକର ଜେନା, ସଦାନନ୍ଦ ବେହେରା, ଆଲୋକ ମହାପାତ୍ର, ସଞ୍ଜୟ ମିଶ୍ର, ଜଗନ୍ନାଥ ଶତପଥୀ, ବିବେକାନନ୍ଦ ରାଉତ, ପ୍ରଭାତ ମହାପାତ୍ର ପ୍ରମୁଖଙ୍କ ସମେତ ପାରାଦୀପ ବାର ଆସୋସିଏସନ ର ସଭାପତି ତପନ କୁମାର ଦାଶ, ସାଧାରଣ ସମ୍ପାଦକ ହେମନ୍ତ ସାହୁ, ଉପସଭାପତି ତଥା ପୌରାଧ୍ୟକ୍ଷ ବସନ୍ତ ବିଶ୍ୱାଳ, କୈଳାଶ ସାହୁ, ବଣିକ ସଙ୍ଘ ସଭାପତି କ୍ଷୀରୋଦ ଚନ୍ଦ୍ର ସ୍ୱାଇଁ, ସମାଜସେବୀ ଶ