ଅଙ୍ଗନବାଡିରୁ ଚୋରି; ୨ ଗିରଫ

ଦାନଗଦୀ : ଏହି ବ୍ଲକ ନଡ଼ିଆଭଙ୍ଗା ଗାଁ ଅଙ୍ଗନବାଡିରୁ ଚୋରୀ ଘଟଣାରେ କଳିଙ୍ଗନଗର ପୁଲିସ ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । କୋର୍ଟ ଚାଲାଣ ହୋଇଥିବା ଅଭିଯୁକ୍ତ ତପନ ଜେନାଙ୍କ ପୁଅ ଅମର (୧୯) ଓ ପୂର୍ଣ୍ଣଚନ୍ଦ୍ର ମଲ୍ଲିକଙ୍କ ପୁଅ ସନ୍ତୋଷ (୩୨) ବୋଲି ପୁଲିସ କହିଛି ।