ଖଣି ଅଧିକାରୀଙ୍କ ଉପରେ ଆକ୍ରମଣ

 ବାଲେଶ୍ୱର :  ରେମୁଣା ବାଲି ମାପିଆଙ୍କ ମାଡରେ ଜୁନିଅର ମାଇନିଂ ଅପିଂସର  ଆହତ ହୋଇଛନ୍ତି  । ବାଲେଶ୍ୱର ଜିଲ୍ଲା ରେମୁଣା ବ୍ଲକ କାଠସିଂଗଡାରେ ବାଲି ଗାଡି  ଚେକି କରୁଥିବା ବେଳେ ଆକ୍ରମଣ କଲେ ବାଲି ମାପିଆ  । ଏହି ଆକ୍ରମଣରେ ଜୁନିଅର ମାଇନିଂଙ୍କ ଅପିଂସର ତାପସ ବେହେରା ଗୁରୁତର ଭାବେ ଆହତ ହୋଇ ବାଲେଶ୍ୱର ଚିକିସôାଳୟରେ ଭର୍ତି ହୋଇଛନ୍ତି  । ଗତ କିଛି ଦିନ ପୂର୍ବେ କପ୍ତିପଦା ତହସିଳଦାରଙ୍କ ଉପରେ ବାଲିମାଫିଆ ଅକ୍ରମଣ କରିଥିଲେ  । ସରକାର ବାଳିମାଫିଆଙ୍କ ଉପରେ କଡା କାର୍ଯ୍ୟନୁଷ୍ଠାନ ପାଇଁ ଦାବି ହେଉଛି  ।