ବ୍ୟାଡ଼ମିଣ୍ଟନ ପାଇଁ ଛାତ୍ରଛାତ୍ରୀ ମନୋନୀତ


ାା ପ୍ରଭାନୁ୍ୟଜ୍ ।ା ବରୀ: ବରୀ ବ୍ଲକ କିମ୍ଭୀରିଆପାଳ ପଞ୍ଚାୟତ ନବଭାରତୀ ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀ ରାଜ୍ୟସ୍ତରୀୟ ବ୍ୟାଡମିଣ୍ଟନ ପାଇଁ ମନୋନୀତ ହୋଇଛନ୍ତି । ପ୍ରଧାନ ଶିକ୍ଷକ ଡଃ ଗିରିଶ ବିହାରୀ ମିଶ୍ରଙ୍କ ପ୍ରେରଣା, ବିଦ୍ୟାଳୟର କ୍ରୀଡା ଶିକ୍ଷୟିତ୍ରୀ ମନସ୍ମିତା ମହାନ୍ତିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଚନ୍ଦ୍ରମଣି ପରମାଣିକ ଓ ନମିତା ଦାସଙ୍କ ସୁପୁତ୍ର ନିହାରବନ୍ଧୁ ପରମାଣିକ, କୃଷ୍ଣଚନ୍ଦ୍ର ସାହୁ ଓ କମଳା ବେହେରାଙ୍କ କନ୍ୟା କଲ୍ୟାଣୀ ସାହୁ ରାଜ୍ୟସ୍ତରୀୟ ବ୍ୟାଡମିଣ୍ଟନ୍ ଖେଳ ପାଇଁ ମନୋନୀତ ହୋଇ  ସମଗ୍ର ବରୀ ପାଇଁ ଗୌରବ ଆଣିପାରିଛନ୍ତି ।