ବିଜେଡି ପକ୍ଷରୁ ଜନସମ୍ପର୍କ ପଦଯାତ୍ରା
ାା ପ୍ରଭାନୁ୍ୟଜ୍ାା ପଟ୍ଟାମୁଣ୍ଡାଇ: ରାଜ୍ୟ ବିଜେଡି ସୁପ୍ରିମୋ ବିରୋଧୀ ଦଳ ନେତା ନବୀନ ପଟନାୟକଙ୍କ ଆହ୍ୱାନରେ ପଟ୍ଟାମୁଣ୍ଡାଇ ବିଜେଡି ପକ୍ଷରୁ ଜନସମ୍ପର୍କ ପଦଯାତ୍ରା କରାଯାଇ ଆଇନଶୃଙ୍ଖଳା, ଦରଦାମ ବୃଦ୍ଧି, ଆଦି ବିଭିନ୍ନ ସରକାରୀ ବିଫଳତା ବିରୋଧରେ ରଣ ହୁଙ୍କାର ଦିଆଯାଇଛି । ରାଜନଗର ବିଧାୟକ ଧ୍ରୁବ ସାହୁଙ୍କ ନେତୃତ୍ୱରେଆୟୋଜିତ ଜନସମ୍ପର୍କ ପଦଯାତ୍ରା ପଟ୍ଟାମୁଣ୍ଡାଇ ବ୍ଲକ ପରିସରରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ପରେ ଆରମ୍ଭ ହୋଇ ପଟ୍ଟାମୁଣ୍ଡାଇ ସହର ଓ ବିଭିନ୍ନ ୱାର୍ଡ ପରିକ୍ରମା କରି ବିଜେପି ସରକାରଙ୍କ ବିଫଳତା ଓ ମିଥ୍ୟା ପ୍ରତିଶୃତି ଓ ପ୍ରବଞ୍ଚନା ବିରୋଧରେ ଜନସଚେତନତା ସୃଷ୍ଟି କରାଯାରଥିଲା । ଏଥିରେ ପଟ୍ଟାମୁଣ୍ଡାଇ ବ୍ଲକ ଅଧକ୍ଷ ପ୍ରଦୁ୍ୟମ୍ନ ସାମନ୍ତରାୟ, ପୌର ପରିଷଦ ଅଧକ୍ଷ ହେମନ୍ତ ସାହୁ, ଜିଲ୍ଲା ବିଜେଡି ସାଧାରଣ ସମ୍ପାଦକ ଶ୍ରୀକାନ୍ତ ରାଉତ, ପଟ୍ଟାମୁଣ୍ଡାଇ ବ୍ଲକ ବିଜେଡି ସଭାପତି କିଶୋର ସାହୁ, ନଗର ବିଜେଡି ସଭାପତି ବୁଢ଼ା ଲେଙ୍କା, ନଗର ଯୁବବିଜେଡି ସଭାପତି ଅଶୋକ ଧଳ, ଜିଲ୍ଲା ପରିଷଦ ସଦସ୍ୟ ରଞ୍ଜନ ବିଶ୍ୱାଳ, ବରିଷ୍ଠ ନେତା ଅମୂଲ୍ୟ ପ୍ରଧାନ, ବ୍ଲକ ଯୁବ ବିଜେଡି ସଭାପତି କୈଳାଶ ସିଂ ବ୍ଲକ ମହିଳା ବିଜେଡି ସଭାନେତ୍ରୀ ଜୟନ୍ତୀ ସ୍ୱାଇଁ, ନଗର ମହିଳା ବିଜେଡି ସଭାପତି ଲାସ୍ୟମୟୀ ସାହୁ, ଛାତ୍ର ବିଜେଡି ସଭାପତି ଦେବାଶିଷ ନାୟକ,ବ୍ଲକ ବିଜେଡି ଉପସଭାପତି ସର୍ବଶ୍ୱର ମହାନ୍ତି, ସାଧାରଣ ସମ୍ପାଦକ କଳାକାର ପ୍ରଧାନ ସରପଞ୍ଚ ସଂଘ ସଭାନେତ୍ରୀ ଲଷ୍ମୀପ୍ରିୟା ଷଢଙ୍ଗୀ,ବରିଷ୍ଠ ନେତା ଲଲାଟେନ୍ଦୁ ସ୍ୱାଇଁ ଦଳିତ ନେତା ବାରେଣୀ ସେଠୀ,କାଉନସିଲର ପ୍ରଶାନ୍ତ ବାରିକ, ମୃତୁ୍ୟଞ୍ଜୟ ପାଢ଼ୀ ଲଷ୍ମୀପ୍ରିୟା ସାହୁ ସରପଞ୍ଚ ସନ୍ତୋଷ ସେଠୀ, ପୂର୍ବତନ ସରପଞ୍ଚ ଧନୁ ର୍ଜ୍ୟୟ ସ୍ୱାଇଁ, ଅଶୋକ ପରିଡା,ସୁବାଷ ଖଟୁଆ, ପ୍ରଦୀପ ପଣ୍ଡା, ସମିତି ସଭ୍ୟ ନିରଞ୍ଜନ ବାରିକ, ବିଶ୍ୱରଞ୍ଜନ ଭୂୟାଁ , ବରିଷ୍ଠ ନେତା ଅମୂଲ୍ୟ ପ୍ରଧାନ, ସୁବାସ ସ୍ୱାଇଁ , ମଣ୍ଟୁ ମଳିକ , ବାବୁ ମଳିକ, ବିଜୁ ଯୁବ ବାହିନୀ ସଭାପତି ସଂଗ୍ରାମ ସ୍ୱାଇଁ, ସମ୍ପାଦକ ଦିଲ୍ଲୀପ ସାହୁ, ଯୁବ ସଂଗ ଠକ ଏମ ଡି ଫିର ଦୋଷ (ପପୁ) ଯୁବନେତା ଉତ୍ତମ ଖୁଣ୍ଟିଆ,ବରିଷ୍ଠ ନେତା ପଞ୍ଚାନନ ଧଳ, ପ୍ରାକ୍ତନ ପୌର ଉପାଧକ୍ଷ ସୁମନ୍ତ ପାତ୍ର, ଦିଗାମ୍ବର ମିଶ୍ର,ବ୍ରଜବନ୍ଧୁ ଦାଶ,ରତି ଲେଙ୍କା,ଚିତ୍ତ ରଞ୍ଜନ ସେଠୀ, ଶଶିକାନ୍ତ ପଣ୍ଡା, ପ୍ରେମାନନ୍ଦ ସେଠୀ,ନଣ୍ଡା ଚୌଧୁରୀ,ନଟବର ସେଠୀ,ରାଜେନ୍ଦ୍ର ଦାଶ,ସ୍ୱରୂପ ସାମଲ, ସଞ୍ଜୟ ଦାସ ପ୍ରମୁଖ ବହୁ ବିଜେଡି ନେତା କର୍ମକର୍ତ୍ତା, ଜିଲ୍ଲାପରିଷଦ ସରପଞ୍ଚ, ସମିତି ସଭ୍ୟ, କାଉନ ସିଲର ଓ ଶହ ଶହ କର୍ମୀ ପଦଯାତ୍ରା ରେ ସାମିଲ ହୋଇ ବିଭିନ୍ନ ଅଂଚଳ ପରିକ୍ରମା କରିବା ସହିତ ବାଇପାସ ବିଜୁ ପଟନାୟକ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ ଓ ଏହି ଶୋଭାଯାତ୍ରାକୁ ଯୁବନେତା ବାବନ ସାହୁ, ଏମ ଡି ଫିରଦୋଷ , ଅଭିରାମ ସ୍ୱାଇଁ,ତାପସ ପ୍ରଧାନ, ରଶ୍ମି ରଞ୍ଜନ ପାଢ଼ୀ ,ବାପି ସାମଲ, ମଳୟ ମଲିକ,ହରଗୋବିନ୍ଦ ଦାଶ,ଲୋକନାଥ ପାତ୍ର ପ୍ରମୁଖ ପରିଚାଳନା କରିଥିଲେ ।