ଦୁର୍ଘଟଣାରେ ୬ଗୋରୁ ମୃତ
ପାଣିକୋଇଲି : ଏହି ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ପାଣିକୋଇଲି ବଜାର ଠାରୁ ହାଟସାହି ମଧ୍ୟରେ ୬ଟି ଗୋରୁ ଦୁର୍ଘଟଣାର ଶିକାର ହୋଇ ମୃତୁ୍ୟ ବରଣ କରିଛନ୍ତି । ରାଜପଥର ଉଭୟ ପାଶ୍ୱର୍ରେ ସକାଳୁ ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା । ୪ଟି ଗାଇ ଓ ୨ଟି ଷଣ୍ଢ ଅଜଣା ଗାଡି ଧକ୍କାରେ ମୃତୁ୍ୟ ଘଟିଛି । ରାଜପଥ ପୋଟ୍ରୋଲିଂଗ ଅଧିକାରୀ ଅଶୋକ ବଳ ରାଜପଥ ରୋଡ ସେପଟି ଟିମକୁ ଡକାଇ ଜେସିବି ଦ୍ୱାରା ସେମାନଙ୍କ ମୃତ ଦେହକୁ ଉଦ୍ଧାର କରି ସକôାର କରାଇଛନ୍ତି ।