ବାହାନଡାରେ ଉଡା ଯାତ୍ରା ପର୍ବ ପାଳିତ

ବେତନଟୀ : ବେତନଟୀ ବ୍ଲକ ବାହାନଡା ଗ୍ରାମରେ ଉଡା ପଡ଼ିଅ।ରେ ଅ।ଜି ଉଡାଯାତ୍ରା ମହାସମାରୋହରେ ପାଳିତ ହୋଇଯାଇଛିୟ ଉଡାଦେଖିବା ପାଇଁ ଅ ।ଖପାଖ ଗ୍ରାମରୁ ୨ ହଜାର ରୁ ଉର୍ଦ୍ଧ୍ୱ ଲୋକଙ୍କ ଭିଡ଼ ଜମିଥିଲାୟ ଏହି ଉତ୍ସବ ତିନି ଦିନ ଧରି ·ଲିବ ବୋଲି କମିଟି ସୂତ୍ରରୁ ଜଣାପଡିଛିୟଉଡା ଠାକୁରାଣୀ ଙ୍କ ନିକଟରେ ମାନସିକ ରଖିଥିବା ୧୫ ଜଣ ଭକ୍ତା ଓ ୭ ଜଣ ଛୋଟ ପିଲା ଉଡା ଖୁଣ୍ଟରେ ଉଠିଥିଲେୟ ଉଡା କମିଟି ର ସଭାପତି ଦୀନବନ୍ଧୁ ବେହେରା , ଉପଦେଷ୍ଟା ଉମାକାନ୍ତ ନାୟକ ,ରାଧାମୋହନ ବେହେରା କମଳାକାନ୍ତ ନାୟକ, ଉପ ସଭାପତି ନିରଞ୍ଜନ ମହାନ୍ତି , କୋଷାଧ୍ୟକ୍ଷ ଦୁର୍ଗା ଚରଣ ନାଏକ, କୁଶ ବେହେରା. ହରିଶ ଚନ୍ଦ୍ର ସାମଲ. କ୍ଷିତୀଶ ଚନ୍ଦ୍ର ସାହୁ ,ଯୁଗ ଲେଙ୍କା , କାଟି ସିଂ, ବିଜୟ ପାତ୍ର ପ୍ରମୁଖ ସହଯୋଗ କରିଥିଲେୟଉକ୍ତ ପର୍ବରେ ପ୍ରତିବର୍ଷ ପରି ଏବର୍ଷ ମଧ୍ୟ ମା ଶକ୍ତି କ୍ଲବ ପକ୍ଷରୁ ଦହି ସରବତ ପ୍ରଦାନ କରାଯାଇଥିଲା ଏହି ଦହି ସରବତ ପ୍ରଦାନରେ ସଞ୍ଜୟ ପଣ୍ଡିତ, ଜଗଦୀପ ପଣ୍ଡିତ, ତପୁ ସାହୁ,ପିଙ୍କୁ,ରିଙ୍କୁ,କଣ୍ଢେଇ, କୁନା ସାମଲ,ପାଗୁଲୁ ଗିରି,କଟିବାବୁ ବେଣ୍ଟକାର,ରାମା,ବାବୁଲି,କଟି ନାୟକ,ଦିପୁ ସାହୁ ଅ ।ହୁରି ଅନେକ ମାଶକ୍ତି କ୍ଲବର ସଦସ୍ୟ ମାନେ ଦହି ସରବତ ସହିତ,ଜଲଜିରା ସରବତ ବଣ୍ଟନ କରିଛନ୍ତିୟଅ ।ଜି ପାଖରୁ ମା ଶୀତଳା ଅ ।ସି ତିନିଦିନ ଧରି ପୂଜାପାଠ କରାଯିବୟଅ ।ଖ ପାଖ ଅଞ୍ଚଳରୁ ବହୁ ଶ୍ରଦ୍ଧାଳୁ ଅ ।ସି ପୂଜା କରିବାର ବ୍ୟବସ୍ଥା କରାଯାଇଛି ।