ଓଡ଼ିଶା ଟିମ୍ ହୁ୍ୟମାନିଟି ପକ୍ଷରୁ ଜଳଛତ୍ର

 ରାଜକନିକା,: ପ୍ରବଳ ଗରମ ଓ ଗୁଳୁଗୁଳି ଜାରି ରହିଥିବା ବେଳେ, ରାଜକନିକା ଥାନା ଛକରେ ଓଡିଶା ଟିମ୍ ହୁ୍ୟମାନୀଟି ପକ୍ଷରୁ ଏକ ଜଳଛତ୍ର ଖୋଲାଯାଇ ପଥଚାରୀଙ୍କୁ ଦହିପଣା ଓ ଲେମ୍ବୁ ପାଣି ପ୍ରଦାନ କରାଯାଉଛି । କାର୍ଯ୍ୟକ୍ରମରେ ଓଡ଼ିଶା ଟିମ୍ ହୁ୍ୟମାନୀଟି ସଦସ୍ୟ ଗୋପାଳ ଦାସ, ଗିରିଜାଶଙ୍କର ନାୟକ, ସଞ୍ଜୟ ରାଉଳ, ଅଜିତ ବେହୁରିଆ ପ୍ରମୁଖ ଉପସ୍ଥିତ ଥିଲେ ।