ଅରେଇକଣା ସ୍କାଉଟ ଗାଇଡମାନଙ୍କ ଜଳସେବା


କବାଟବନ୍ଧ : ପଞ୍ଚାୟତ ସରକାରୀ ଉଚ୍ଚ ବିଦ୍ୟାଳୟ, ଅରେଇକଣା ସ୍କାଉଟ ଗାଇଡ ମାନଙ୍କ ଦ୍ୱାରା ସ୍ଥାନୀୟ ଅଞ୍ଚଳରେ ଏକ ଦିବସୀୟ ଜଳସେବା କାଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହିଜଳ ସେବା ନିମନ୍ତେ ପାନୀୟ ଜଳକୁ ସ୍ୱାସ୍ଥ୍ୟପ୍ରଦ କରିବା ନିମନ୍ତେ ଶିତଳ ଜଳସହିତ ଲେମ୍ବୁରସ, ଦହି ଓ ପୋଦିନା ପତ୍ର, କଞ୍ଚାଲଙ୍କା ଓ ଗୋଲମ ରିଚଗୁଣ୍ଡ ମିଶାଯାଇଥିଲା । କାର୍ଯ୍ୟକ୍ରମ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ତଥା ଜିଲା ସଂଗଠନ ଆୟୁକ୍ତ ସଂଯୁକ୍ତା ମହାପାତ୍ରଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାଧାନରେ ଏହି ପରିଚାଳିତ ହୋଇଥିବା ବେଳେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, ବିଦ୍ୟାଳୟର ଚତୁର୍ଥ ଶ୍ରେଣୀ କର୍ମ୍ମଚାରୀ, ରାତ୍ର ଜଗୁଆଳୀ ଓ ପ୍ରାକ୍ତନ ଛାତ୍ରଛାତ୍ରୀ ସହଯୋଗ କରିଥିଲେ ।