ମୋ ପୁଅର ଆର଼େଞ୍ଜଡ ମ୍ୟାରେଜ: ସୁର

ତୀୟଥର ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ସୁର ରାଉତରାୟଙ୍କ ସାନ ପୁଅ ମନ୍ମଥ ରାଉତରାୟ। ସୋମବାର ରୋଜାଲିନ ପଟ୍ଟନାୟକଙ୍କୁ ମନ୍ମଥ ବିବାହ କରିଛନ୍ତି। ଏହାକୁ ନେଇ ଏବେ ସୁର ପ୍ରତିକ୍ରିୟା ଦେଇ କହିଛନ୍ତି, ପୂର୍ବରେ ତ ଫାଟିଗଲା, ଆଉ ସମ୍ପର୍କ ନ ଫାଟୁ, ତାଙ୍କ ଜୀବନ ଶାନ୍ତିରେ କଟୁ । ପୁଅର ଆର଼େଞ୍ଜଡ ମ୍ୟାରେଜ ହୋଇଛି ପ୍ରେମ, ଫ୍ରେମ ହେଇନି। ବିବାହ ଗୁପ୍ତରେ ହୋଇନି, ଆମ କୁଟୁମ୍ବ ବଡ଼। ଆମେ ଲୁଚାଛୁପାରେ କରୁନା। ଆମେ ବିଜେଡି, ଭାଜପା, କଂଗ୍ରେସକୁ ଡାକୁ।