ଆନ୍ତର୍ଜାତିକ ଶିକ୍ଷା ସ୍ୱାକ୍ଷରତା ଦିବସ
ବାରଙ୍ଗ : ବାରଙ୍ଗ ଝୁନୁଝୁନୁୱାଲା ବିଦ୍ୟାପିଠରେ ଆନ୍ତର୍ଜାତିକ ଶିକ୍ଷା ସ୍ପାକ୍ଷରତା ଦିବସ ପାଳନ ହୋଇ ଜାଇଛି ପିଲାମାନଙ୍କ ଦ୍ୱାରା ଏକ ରାଲିକୁ କଟକ ଜିଲ୍ଲାପାଳ ଦତ୍ତାତ୍ରୟ ଭାଇ ସାହେବ ସିନେ୍ଦ ପତାକା ଦେଖାଇ ଉଦଘାଟନ କରିଥିଲେ ଏହି କାର୍ଯ୍ୟାକ୍ରମ ଜିଲା ଶିକ୍ଷା କାର୍ଯ୍ୟାୟ କଟକଙ୍କ ସୌଜନ୍ୟାତାରେ ପାଳନ ହୋଇଥିଲା । କାର୍ଯ୍ୟକ୍ରମର ମୂଖ୍ୟ ଲକ୍ଷଥିଲା ଗାଁ ଗହଳିରେ ନିରକ୍ଷର ନରହିବା ତେଣୁ ଛାତ୍ରଛାତ୍ରୀ ମାନେ ବିଭିନ୍ନ ଫ୍ଲାଗ କାର୍ଡÿଧରି ନିରକ୍ଷର ନରହିବା ସ୍କୋଗାନ ମାନ ଦେଇ ରାଲି କରିଥିଲେ ଜିଲା ଶିକ୍ଷା ଅଧିକାରି ନିତ୍ୟାନନ୍ଦ ବାରିକ, ବ୍ଲକ ଶିକ୍ଷା ଅଧିକାରୀ ବିଭୁତି ଭୁଷଣ କର ,ପ୍ରଧାନ ଶିକ୍ଷୟୀତ୍ରୀ ଆରତୀ ରାଉତ"ଙ୍କ ସମେତ ସିଆରସି, ଶିକ୍ଷକଓ ଶିକ୍ଷୟତ୍ରୀ ମାନେ ଉପସ୍ଥିତ ରହି ସମସ୍ତ କାର୍ଯ୍ୟା କ୍ରମକୁ ପରିଚାଳନା କରିଥିଲେ ।