କରଦା ପାଲା ଉଦ୍ୟାପିତ

 ପାଣିକୋଇଲି : କୋରେଇ ବ୍ଲକ କରଦା ପାଲା ଉଦଯାପିତ ହୋଇଛି ।୩ଦିନ ବ୍ୟାପି ପାଲା ଉସôବକୁ ପାଣିକୋଇଲି ଥାନାଧିକାରୀ ରଂଜିତ କୁମାର ମହାନ୍ତି ଉଦ୍ଘାଟନ କରିଥିବା ବେଳେ ସମ୍ବାଦିକ ସୁବାସ ଧଳ ଉଦ୍ୟାପନୀ ଉସôବରେ ଅତିଥି ଭାବେ ଯୋଗ ଦେଇଥିଲେ । ଗାୟକ ଜ୍ୟୋତି ଓ ଗାୟକ ରଂଜନ ରଶ୍ମିରଂଜନ ମହାନ୍ତି ଅନ୍ୟତମ ଅତିଥି ଭାବେ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମକୁ ନାରାୟଣ ନାୟକ, ସୁଶିଲ କୁମାର ବେହେରା, ଦେବଦତ ବେହେରା, ଶ୍ୟାମ ସୁନ୍ଦର ସାହୁ, ଗିରିଧାରୀ ବେହେରା, ଗଣେଷ ଚନ୍ଦ୍ର ଦାସ, ଫକିର ଚରଣ ବାରିକ, ସଂଜୟ କୁମାର ବେହେରା, ସୁନିଲ ବେହେରା, ଅଭୟ ବେହେରା, ବୃନ୍ଦାବନ ବେହେରା, ସୁନାକର ମଲ୍ଲିକ, ନାରାୟଣ ମଲିକ, ସତ୍ୟଜିତ ବେହେରା, ବିଶେଶ୍ୱର ଚୌଧୁରୀଙ୍କ ସମେତ କମିଟି ସଦସ୍ୟ ପରିଚାଳନା କରିଥିଲେ ।