କାର୍ଯ୍ୟରେ ଅବହେଳା ଅଭିଯୋଗ  : ୫ ପୁଲିସ ନିଲମ୍ବନ

 ବାଲେଶ୍ୱର : କାର୍ଯ୍ୟରେ ଅବହେଳା ପାଇଁ ବାଲେଶ୍ୱର ଏସପିଙ୍କ କଡା କାର୍ଯ୍ୟନୁଷ୍ଠାନ । ୫ ପୁଲିସ ବାବୁଙ୍କୁ ନିଲମ୍ବନ କରିଛନ୍ତି ଏସପି ରାଜ୍ ପ୍ରସାଦ । ୫ ଜଣଙ୍କ ମଧ୍ୟରେ ୪ଜଣ କନଷ୍ଟେବଳ ଓ ଜଣେ ହାବିଲଦାର ରହିଛନ୍ତି । କାର୍ଯ୍ୟାଳୟ ପରିସରେ ଭୋଜି ଭାତ ଅଭିଯୋଗରେ ନିଲମ୍ବିତ ହୋଇଛନ୍ତି ।