ଖଣ୍ଡାୟତ କ୍ଷତ୍ରୀୟ ମହାସଂଘ ସମାବେଶ

ସିଂହପୁର : ସିଂହପୁର ସ୍ଥିତ ସାଇ ମଣ୍ଡପରେ ଖଣ୍ଡାୟତ କ୍ଷତ୍ରିୟ ମହାସଂଘର ସମାବେଶ ଅନୁଷ୍ଠିତ ହୋଇଛି । ଶିକ୍ଷାବିତ୍ ପଦ୍ମନାଭ ଧଳଙ୍କ ସଭାପତିତ୍ୱରେ ଅତିଥି ଭାବେ ରାଜ୍ୟ ସଭାପତି ଅଶୋକ ଲେଙ୍କା, କାର୍ଯ୍ୟକାରୀ ସଭାପତି ଗଣେଶ ନାୟକ, ଜିଲ୍ଲା ସଂଯୋଜକ ବୀରେନ ରାୟ, କେନ୍ଦ୍ରାପଡ଼ା ଉପଦେଷ୍ଟା ଧନେଶ୍ୱର ରାଉତ, ଭଦ୍ରକ ସଭାପତି ପ୍ରମୋଦ ରାୟ, କାର୍ଯ୍ୟକାରୀ ସଭାପତି ଆଲୋକ ବଳିଆର ସିଂହ, ବିଜୟ ପାତ୍ର, ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ନନ୍ଦ କିଶୋର ସାମଲ ପ୍ରମୁଖ ଯୋଗ ଦେଇଥିଲେ । ମଳୟ କୁମାର ଥାଟୋଇ ଅତିଥି ପରିଚୟ ପ୍ରଦାନ କରିଥିଲେ । ନିଖିଳ ସାମଲ ଧନ୍ୟବାଦ୍ ଅର୍ପଣ କରିଥିଲେ । ଅତିଥି ଓ ବକ୍ତା କ୍ଷତ୍ରିୟ ଖଣ୍ଡାୟତ ଏକତା ଭାବେ କାର୍ଯ୍ୟ କରିବା ସହିତ କାର୍ଯ୍ୟକ୍ରମକୁ ତ୍ୟାରାନିତ ଭାବେ କାର୍ଯ୍ୟ କରିବାକୁ ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି ଅବସରରେ ୩୦ଜଣ ବ୍ୟକ୍ତିଙ୍କୁ ସମ୍ବର୍ଦ୍ଧିତ କରଯାଇଥିଲା । ବରିଷ୍ଟ ବ୍ୟକ୍ତି ବିଦ୍ୟାଧର ଜେନା, କୃଷ୍ଣଚନ୍ଦ୍ର ଥାଟୋଇ, କୃଷ୍ଣଚନ୍ଦ୍ର ଜେନା, ଅନିରୁଦ୍ଧ ବେଉରିଆ, ସୁଶାନ୍ତ କୁମାର ନାୟକ, କୃଷ୍ଣଚନ୍ଦ୍ର ଭୂୟାଁ, ଦୁର୍ଯେ୍ୟାଧନ ସାମଲ, ରାଜୀବ ଲୋଚନ ବେଉରିଆ, ରାମ ନାରାୟଣ ବଳିଆର ସିଂହ, ଉମେଶ ଥାଟୋଈ, ଭାଗ୍ୟବତୀ ଧଳ, ଭରତ ଚନ୍ଦ୍ର ନାୟକ, ସୁବାସ ଚନ୍ଦ୍ର ପ୍ରଧାନ, ଦିବ୍ୟରଞ୍ଜନ ବେଉରିଆ, ଏକାଦଶୀ  ମହାଳିକ, ଶିବପ୍ରସାଦ ଧଳ, ଉକôଳ କୁମାର ନାୟକ, ଶିବପ୍ରସାଦ ଧଳ, ପ୍ରଭାସ ସାମଲ, ନିଶିକାନ୍ତ ଥାଟୋଇ ସମେତ ଶତାଧିକ ଖଣ୍ଡାୟତ କ୍ଷତ୍ରିୟ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।