ଡମ୍ପିଂ ବାଲି ଉପରେ ଚଢଉ; ଉଠାଇ ନେବାକୁ ଉଦ୍ୟମ ବେଳେ ଗାଡ଼ି ଜବତ

 ଯଖପୁରା: ଦାନଗଦି ତହସିଲ ଅନ୍ତର୍ଗତରେ ବେଆଇନ ଭାବେ ଠୁଳ ହୋଇଥିବା ବାଲିକୁ ଜବଦ କରିଛି ଖଣି ବିଭାଗ । ଜବଦ ବାଲିକୁ ସଂନ୍ଧ୍ୟା ସମୟରେ ଉଠାଇ ନେବାକୁ ଉଦ୍ୟମ ବେଳେ ପୁଲିସ ଗାଡ଼ି ଜବଦ କରି ଥାନାକୁ ଆଣିଛି । ଖବର ମତେ ଦାନଗଦୀ ତହସିଲ ଅଧୀନସ୍ଥ ମାଣତୀରା ଆରଆଇ ସର୍କଲର ଦିଗାମ୍ବରପୁର, ଶାସନ,ପଙ୍କପାଳ, ନୂଆସାହି ଆଦି ଗାଁ ମାନଙ୍କରେ ବେଆଇନ ଭାବେ ଠୁଳ ହୋଇଥିବା ବାଲି ଉପରେ ଲଘୁ ଖଣିଜ ଅଧିକାରୀ, ମାଣତୀରା ଆରଆଇ ଏବଂ ଯଖପୁରା ପୁଲିସ ମିଳିତ ଚଢାଉ କରିଥିଲେ । ପଙ୍କପାଳ ପଂଚାୟତର ଅନେକ ଗାଁ ମାନଙ୍କରେ ବେଆଇନ ଭାବେ ଠୁଳ ହୋଇଥିବା ବାଲି